ଦେଶରେ ଦୁର୍ବଳ ହେଉଛି ସଂକ୍ରମଣ : ୧୦ ପ୍ରତିଶତ ତଳେ ରହିଛି ପଜିଟିଭ ରେଟ୍, ସୁସ୍ଥ ହେଲେଣି ୯୫.୪୩ ପ୍ରତିଶତ
ନୂଆଦିଲ୍ଲୀ ୧୪/ ୦୬ : ଭାରତରେ କରୋନା ସଂକ୍ରମଣ ହାର ଧିରେ ଧିରେ ଖସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦ ହଜାର ୪୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ୩୯୨୧ ଜଣଙ୍କର ମୃତ୍ୟୁ ଘଟିଛି । ଦୀର୍ଘ ୭୪ ଦିନ ପରେ ଦେଶରେ କରୋନା ସଂକ୍ରମଣ ହାର ସର୍ବନିମ୍ନ ରହିଛି । ୬୬ ଦିନ ପରେ…
Read More...
Read More...