କମିକ ବୁକ୍ ଦୁନିଆର ବାଦଶାହା ଷ୍ଟାନ୍ଲିଙ୍କର ପରଲୋକ
(ରିପୋର୍ଟସ ଟୁଡେ) :ଦଶନ୍ଧି ଦଶନ୍ଧି ଧରି ମନୋରଞ୍ଜନର ଖୋରାକ୍ ଯୋଗାଇବା ପାଇଁ ବିଭିନ୍ନ ସୁପରହିରୋ ଓ କମିକ୍ ଚରିତ୍ରଙ୍କୁ ତିଆରିକରିଥିବା ସ୍ରଷ୍ଟା ଷ୍ଟାନ୍ ଲିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୃ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଆମେରିକାରେ କମିକ୍ ବୁକ୍ ଦୁନିଆର ବାଦଶାହ…
Read More...
Read More...