Browsing Tag

Srimandira

ଆସନ୍ତା କାଲି ସଂଧ୍ୟା ୫ଟାରୁ ରାତି ୯ଟା ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ

ପୁରୀ : ଆସନ୍ତା କାଲି ସଂଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ବୁଧବାର ଚୈତ୍ର ଶୁକ୍ଳ ପ୍ରତିପଦ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ନୀତି ସମୟରେ ୪ ଘଣ୍ଟା ପାଇଁ ସାଧାରଣ…
Read More...

ଶ୍ରୀମନ୍ଦିରରେ ଖସାପଡା ନୀତି

ଜୟନ୍ତ କୁମାର ସେଠୀ / ଗୋପ: ଆଜି  ଶ୍ରୀମନ୍ଦିର ରତ୍ନସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଖସାପଡା ନୀତି । ଏଥିପାଇଁ ଅପରାହ୍ଣ ୫ ଟା ରୁ  ରାତି ୧୦ ଟା ପର୍ୟ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀ ମନ୍ଦିରରେ ପାଳନ ହୁଏ ବାର ମାସରେ ୧୩ ପର୍ବ। ସେଥି ମଧ୍ୟରୁ ମହାପ୍ରଭୁ ଙ୍କ…
Read More...

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଓଡିଶା : ଆଜି ହେଉଛି ପବିତ୍ର ପୌଷ୍ୟ ପୂର୍ଣ୍ଣିମା । ଏହି ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସୂତନ୍ତ୍ର ନୀତି କାନ୍ତି । ଶ୍ରୀଜିଉଙ୍କର ଆଜି ହେବ ଦେବାଭିଷେକ ନୀତି । ଶ୍ରୀମନ୍ଦିରରେ କାହିଁ କେତେ କାଳରୁ ଏହି ପୌଷ୍ୟ ପୂର୍ଣ୍ଣିମା ପରଂମରା ଅନୁଷ୍ଠିତ ହୋଇ ଆସୁଛି । ମହାପ୍ରଭୁଙ୍କ ଦ୍ୱାଦଶ…
Read More...

ଆସନ୍ତାକାଲି ପରିକ୍ରମା ପ୍ରକଳ୍ପର ଶୁଣାଣି

ପୁରୀ: ଆସନ୍ତା କାଲି ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଣାଣି । ଶୁଣାଣିକୁ ନେଇ ଆଜି ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ । ତେବେ ଆସନ୍ତା କାଲି ହେବାକୁ ଥିବା ଶୁଣାଣି ଉପରେ ସଭିଙ୍କ ନଜର ରହିଥିବା ବେଳେ ଦିନକୁ ଦିନ ଏହି ପ୍ରକଳ୍ପର ବିବାଦ ରାଜ୍ୟ ରାଜନୀତିରେ…
Read More...

ଶ୍ରୀମନ୍ଦିର ଭିତରକୁ ଜୋତା ପିନ୍ଧି ପଶିବା ପୋଲିସ ବାବୁଙ୍କୁ ପଡିଲା ମହଙ୍ଗା… ରାଜ୍ୟ ସରକାରଙ୍କୁ…

( ସଂଜୁକ୍ତା ବେହେରା): ଶ୍ରୀମନ୍ଦିର ମାମଲାର ଆଜି ଏକ ଜରୁରୀ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଧାଡି ଦର୍ଶନକୁ ନେଇ ବିରୋଧ କରିଦିଆଯାଇଥିବା ପୁରୀ ବନ୍ଦ ବେଳେ ହୋଇଥିବା ହିଂସା ଘଟଣାରେ ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୨…
Read More...