Browsing Tag

sree mandir

ରକ୍ତ ଛିଟା ପଡିଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ପାଣିଆ ଆପଟ ସେବକ ପଡିଯିବା ପରେ ଭିତରକାଠରେ ରକ୍ତ ଛିଟା ପଡିଥିବାରୁ ହୋଇଛି ମହାସ୍ନାନ । ଯାହା ଫଳରେ କିଛି ସମୟ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି  ।ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ,  ପାଣି…
Read More...

ଶ୍ରଦ୍ଧାଳୁଙ୍କ ଭିଡ ସହିତ ଶୃଙ୍ଖଳିତ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆଜିଠୁ ସ୍ଥଗିତ ରତ୍ନଭଣ୍ଡାର ମରାମତି

ପୁରୀ : ଆଜିଠୁ ଜାନୁଆରୀ ୨ ତାରିଖ ଯାଏଁ  ସ୍ଥଗିତ ରହିବ  ଶ୍ରୀମନ୍ଦିର  ରତ୍ନଭଣ୍ଡାର  ମରାମତି କାଯ୍ୟ ।  ଇଂରାଜୀ  ନବବର୍ଷ ଓ ଛୁଟି ଯୋଗୁଁ  ଶ୍ରଦ୍ଧାଳୁଙ୍କ ଭିଡ ସହିତ   ଶୃଙ୍ଖଳିତ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରାସନ ଏହି ନିଷ୍ପତ୍ତି ନେଇଛନ୍ତି ।  ଜାନୁଆରୀ ୩ ତାରିଖରୁ…
Read More...

ଆଜି ମହାପ୍ରଭୁଙ୍କର ହେବ ବନକଲାଗି ନିତି : ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ/ ସଞ୍ଜୟ ମହାପାତ୍ର: ଆଜି କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ  ମହାପ୍ରଭୁଙ୍କର ହେବ ବନକଲାଗି ନିତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନିତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ…
Read More...

ଶ୍ରୀମନ୍ଦିରରେ ବ୍ୟବହୃତ ଘିଆ ମାନ ଯାଞ୍ଚ କରାଯିବ: ପୁରୀ ଜିଲ୍ଲାପାଳ

ପୁରୀ: ପୁରୀ ଶ୍ରୀମନ୍ଦିରରେ ବ୍ୟବହୃତ ଘିଆର ମାନ ଯାଞ୍ଚ କରାଯିବ । ଯଦି ମାନ ପରୀକ୍ଷାରେ ନିମ୍ନମାନର ଘିଅ ବ୍ୟବହୃତ ହେଉଥିବା ଜଣାପଡ଼େ ତେବେ ବ୍ୟବହାରକାରୀଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲା ପାଳ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ କୋଠ…
Read More...

ଆଜି ପବିତ୍ର ମୂଳାଷ୍ଟମୀ : ଆଜିଠୁ ଶ୍ରୀମନ୍ଦିରରେ ଷୋଳପୂଜା ନୀତି

ପୁରୀ: ଆଜି ପବିତ୍ର ମୂଳାଷ୍ଟମୀ । ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ବିଭିନ୍ନ ଶକ୍ତି ପୀଠ । ଜେହେତୁ ଆଜି ଠାରୁ ଆରମ୍ଭ ହେବ ମାଆଙ୍କ ଷୋଡଶ ଉପଚାର ପୂଜା । ତେଣୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସହସ୍ର କୁମ୍ଭାଭିଷେକ ନୀତି। ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା ବିମଳାଙ୍କ ପୀଠରେ ଆରମ୍ଭ ହେବ ଷୋଡଶ…
Read More...

ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାବନ ଜନ୍ମ ନୀତି : ୩ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତା କାଲି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି ରହିଥିବାରୁ ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ। ତେଣୁ ଅପରାହ୍ନ ୫ଟାଠାରୁ ରାତି ୮ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେଣୁ ଆସନ୍ତାକାଲି…
Read More...

ଆସନ୍ତାକାଲି ବନକଲାଗି ନୀତି ପାଇଁ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ।  ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀରେ ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ। ରତ୍ନବେଦୀକୁ ଫେରିବା ପରେ ଏହା ହେବ  ପ୍ରଥମ ଶ୍ରୀମୁଖ…
Read More...

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ପୁରୀ /ସଞ୍ଜୟ ମହାପାତ୍ର: ଆଉ ଗୋଟିଏ ଦିନ ପରେ ମହାପ୍ରଭୁ ନବଦିନ ଯାତ୍ରା ସାରି ରତ୍ନସିଂହାସନକୁ ବାହୁଡ଼ିବେ । ଆଜି ସକାଳେ ତିନି ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତି ବଢିବା ପରେ ଅନ୍ୟାନ୍ୟ ନୀତି ଚାଲୁରହିଛି । ତିନି ରଥରେ ଠାକୁର ମାନଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ମଧ୍ୟ…
Read More...

ମହଣ ମହଣ ସୁନା ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୁରତୀ

ପୁରୀ: ସୁନାରେ ଝଲସୁଛନ୍ତି ମହାବାହୁ । ରଥ ଉପରେ ମହଣ ମହଣ ସୁନା ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୁରତୀ । ଏହି ବେଶକୁ ଟିକେ ଦର୍ଶନ କରିବାକୁ ବ୍ୟାକୁଳ ଶ୍ରଦ୍ଧାଳୁ । ମଥାରେ ସୁନାର କିରିଟ ସାଙ୍ଗକୁ କାନରେ ସୁନାର କୁଣ୍ଡଳ। କମରରେ ସୁନାର କମରପଟି, ପାଦରେ ଶ୍ରୀପୟର।…
Read More...

ଆସନ୍ତା କାଲି ସକାଳ ୮ଟାରୁ ଶ୍ରୀମନ୍ଦିରରେ ପ୍ରବେଶ ଉପରେ ଲାଗିବ କଟକଣା

ପୁରୀ : ଅସନ୍ତା କାଲି ପୁଣି ଖୋଲିବ ରତ୍ନଭଣ୍ଡାର । ତେଣୁ ସକାଳ ୮ଟାରୁ ଶ୍ରୀମନ୍ଦିରରେ ପ୍ରବେଶ ଉପରେ ଲାଗିବ କଟକଣା । ଭିତର ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ହେବା ନେଇ ଏମିତି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଆସନ୍ତା କାଲି ସକାଳ ୮ଟାରୁ ସିଂହଦ୍ବାରକୁ ଛାଡି…
Read More...