Browsing Tag

Sports

ସ୍ୱଦେଶ ଫେରିଲେ ଅଲିମ୍ପିକ ହିରୋ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲେ ଅଲିମ୍ପିକ ପଦକ ବିଜେତା । ଟୋକିଓ ଅଲିମ୍ପିକ୍ସରେ ଭାରତର ଟେକ ରଖି ଘରକୁ ଫେରିଥିବା ଏହି ଉଡ୍ଡୀୟମାନ ଖେଳାଳୀମାନଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି । ଏମାନଙ୍କୁ ଦେଖିବା ପାଇଁ ବିମାନବନ୍ଦର ବାହାରେ…
Read More...

ମଉଳିଗଲା ଭାରତର ବିଜୟ ଆଶା

ବ୍ରିଟେନ(ରିପୋର୍ଟର୍ସ ଟୁଡେ): ସହଜସାଧ୍ୟ ବିଜୟ ଆଶାକୁ ଧୋଇନେଇଛି ବର୍ଷା । ଭାରତ-ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଉପରେ ବର୍ଷାର ପଡିଛି କୋପ ଦୃଷ୍ଟି । ଲଗାତାର ବର୍ଷା ପାଇଁ ମ୍ୟାଚର ପ୍ରଥମ ଦିନରେ ପ୍ରଥମ ଟେଷ୍ଟକୁ ଡ୍ର କରାଯାଇଛି । ଏଥିସହିତ ଭାରତର ବିଜୟ ଆଶା ମଧ୍ୟ ମଉଳିଯାଇଛି । ମ୍ୟାଚର…
Read More...

ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଶା

ଟୋକିଓ(ରିପୋର୍ଟର୍ସ ଟୁଡେ): ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକର ଆଶାକୁ ଦ୍ୱିଗୁଣିତ କରିଛନ୍ତି ଭାରତୀୟ ଷ୍ଟାର ଆଥଲେଟିକ୍ସ ନୀରଜ ଚୋପ୍ରା । ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଫାଇନାଲରେ ପ୍ରବେଶ କରିବା ପରେ ଭାରତ ପାଇଁ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକର ଆଶା ଆହୁରି ବଢିଯାଇଛି ।…
Read More...

ଧୋନୀଙ୍କ ଅକାଉଣ୍ଟରୁ ହଟିଲା ବ୍ଲୁ ଟିକ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବିରୁଦ୍ଧରେ ଟ୍ୱିଟର ନେଇଛି ବଡ ପଦକ୍ଷେପ । ଧୋନୀଙ୍କ ଆକାଉଣ୍ଟରୁ ବ୍ଲୁ ଟିକ ହଟାଇ ଦେଇଛି ଟ୍ୱିଟର । ଦୀର୍ଘ ଦିନ ଆକାଉଣ୍ଟରେ କୌଣସି ପୋଷ୍ଟ କରା ନଯିବାରୁ ବ୍ଲୁଟିକ ହଟାଇ ଦିଆଯାଇଥିବା…
Read More...

ପ୍ରଥମ ୱିକେଟ ଭାବେ ରୋହିତ ଫେରିଲେ ପାଭିଲିୟନ

ବ୍ରିଟେନ(ରିପୋର୍ଟର୍ସ ଟୁଡେ): ଟ୍ରେଣ୍ଟ ବ୍ରିଜରେ ଭାରତ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଚାଲୁ ରହିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୧୮୩ ରନରେ ଅଲଆଉଟ ହୋଇଥିଲା । ତେବେ ଦ୍ୱିତୀୟ ଦିନରେ ଭାରତ ନିଜର ପ୍ରଥମ ୱିକେଟ ହରାଇଛି । ଦଳ ପାଇଁ ପାଳି ଆରମ୍ଭ କରିଥିବା ରୋହିତ ଶର୍ମା ଇଂଲଣ୍ଡ…
Read More...

ଓଡ଼ିଶା କ୍ରିକେଟ୍ ଦଳର ନୂଆ କୋଚ୍ ୱାସିମ ଜାଫର

ଭୁବନେଶ୍ୱର: ଭୁବନେଶ୍ୱରରେ ୱାସିମ ଜାଫର । ଓଡ଼ିଶା କ୍ରିକେଟ ଦଳର କୋଚ୍ ଭାବେ ନୂଆ ଦାୟିତ୍ୱ ପାଇଥିବା ୱାସିମ ଓଡ଼ିଶାରେ ପହଞ୍ଚିଛନ୍ତି । ଏହି ପୂର୍ବତନ ଭାରତୀୟ ଖେଳାଳି ଓଡ଼ିଶାରେ ପହଞ୍ଚିବା ପରେ କହିଛନ୍ତି, ଏହି ଦାୟିତ୍ୱ ମୋ ପାଇଁ ସୌଭାଗ୍ୟ । ଓଡ଼ିଶାରେ ଭଲ ପ୍ରତିଭା ଅଛନ୍ତି, ସଠିକ ଦିଗରେ…
Read More...

ଟେଷ୍ଟ ସିରିଜରୁ ବାଦ ପଡିଲେ ଆଉ ଜଣେ ଭାରତୀୟ ଖେଳାଳୀ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଭାରତକୁ ଲାଗିଲା ଆଉ ଏକ ବଡ ଝଟକା । ଇଂଲଣ୍ଡ ଗସ୍ତରେ ଯାଇଥିବା ଖେଳାଳୀମାନଙ୍କ ମଧ୍ୟରୁ ଆଉ ଜଣେ ଖେଳାଳୀ ଫେରିଛନ୍ତି ସ୍ୱଦେଶ । ତେଣୁ ଇଂଲଣ୍ଡ ବିପକ୍ଷ ସିରିଜରୁ ସେ ବାଦ ପଡିଛନ୍ତି । ଭାରତୀୟ କ୍ରିକେଟ ଟିମର ପିଛା ଛାଡୁନି…
Read More...

ଆଜିଠୁ ଆରମ୍ଭ ଭାରତ-ଶ୍ରୀଲଙ୍କା ଲଢେଇ

କଲମ୍ବୋ(ରିପୋର୍ଟର୍ସ ଟୁଡେ): ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ । ୧୩ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ କୋରୋନା ପାଇଁ ବିଳମ୍ବରେ ଆରମ୍ଭ ହେଉଛି। ଗୋଟିଏ ପଟେ ଶିଖର ଧୱନଙ୍କ ନେତୃତ୍ଵାଧୀନ ଭାରତ ଦଳ ସୁସଜ୍ଜିତ ହୋଇ ଥିବାବେଳେ ଅନ୍ୟ ପଟେ…
Read More...

କୋରୋନାରେ ଭାରତୀୟ ଖେଳାଳୀ

ଲଣ୍ଡନ(ରିପୋର୍ଟର୍ସ ଟୁଡେ): ଭାରତ-ଇଂଲଣ୍ଡ ସିରିଜ ପୂର୍ବରୁ ଭାରତୀୟ ଦଳର ଜଣେ ଖେଳାଳୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ଆକ୍ରାନ୍ତ ହୋଇଥିବା ଖେଳାଳୀଙ୍କ ନାମ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । କିନ୍ତୁ ଏବେ ସେ ଇଂଲଣ୍ଡରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ହୋମ…
Read More...

ଟୋକିଓ ଅଲିମ୍ପିକ୍ସ ଖେଳିବେ ଦୀପଗ୍ରେସ୍ ଏକ୍କା

ଭୁବନେଶ୍ୱର: ଜାପାନର ରାଜଧାନୀ ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ ପାଇଁ ଭାରତୀୟ ମହିଳା ହକି ଟିମ ଘୋଷଣା ହୋଇଛି । ଏହି ଟିମ୍‌ରେ ଜଣେ ଓଡ଼ିଆ ଝିଅଙ୍କୁ ସାମିଲ କରାଯାଇଛି । ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ଟିମ୍‌ରେ ଓଡ଼ିଶାରୁ ଦୀପଗ୍ରେସ୍ ଏକ୍କା ଖେଳିବେ ।…
Read More...