Browsing Tag

Sports

ପତ୍ନୀ ଥାଇ ମଧ୍ୟ ଦ୍ୱିତୀୟ ବିବାହ କରିବେ ଏହି ଷ୍ଟାର ଖେଳାଳୀ

ନୂଆଦିଲ୍ଳୀ: ଆଫଗାନି କ୍ରିକେଟର ଜଣେ ଜଣାଶୁଣା ଚେହେରା, ଅସରଫ ଆଫଗାନ । ଆଫଗାନିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ । ସେ ଏବେ ଖେଳିବାକୁ ଯାଉଛନ୍ତି ଲାଇଫର ଦ୍ୱିତୀୟ ଇନିଂସ । ବ୍ୟକ୍ତିଗତ ଜୀବନେରେ ସେ ତାଙ୍କର ଏକ ନିଷ୍ପତ୍ତି ଏବେ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ଦ୍ୱିତୀୟ ବିବାହ…
Read More...

ଲର୍ଡ୍ସ ପରାଜୟ ପରେ ଭାରତ ବିରୁଦ୍ଧରେ ଅଭିଯୋଗ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଲର୍ଡ୍ସ ଦ୍ୱିତୀୟ ଟେଷ୍ଟରେ ଏକ ବଡ ବ୍ୟବଧାନରେ ହାରିବା ପରେ ଇଂଲଣ୍ଡ ଦଳ ଚିନ୍ତାରେ ପଡିଯାଇଛି । ଏହି ପରାଜୟକୁ ଇଂଲିଶ ଦଳ କିମ୍ବା ଇଂଲଣ୍ଡ ମିଡିଆ ସହଜରେ ଗ୍ରହଣ କରିପାରି ନାହିଁ । ସେଥିପାଇଁ ଭାରତୀୟ ଦଳ ଉପରେ ଭିତ୍ତିହୀନ ଅଭିଯୋଗ କରିଛି ଇଂଲଣ୍ଡର ଗଣମାଧ୍ୟମ ।…
Read More...

ଚଳିତ ବର୍ଷ ଶେଷ ହେବ ଆଇପିଏଲ: ଆଗକୁ ଏମିତି ହେବ…..

ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲ ସିଜନର ଅବଶିଷ୍ଟ ମ୍ୟାଚ ପୁଣି ଥରେ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । ଏହା ସହିତ ଆସନ୍ତା ସିଜନ ପାଇଁ ମଧ୍ୟ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି । ତେବେ ଏହି ସିଜନରେ ଦର୍ଶକମାନେ ଶେଷ ଥଣ ପାଇଁ ଆଇପିଏଲରେ ଆଠଟି ଟିମ ଖେଳୁଥିବାର ଦେଖିବାକୁ ପାଇବେ । ଏନେଇ…
Read More...

ବିରାଟଙ୍କୁ କୋହଲୀଙ୍କୁ ସମାଲୋଚନା

ଲର୍ଡ୍ସ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚର ଉଭୟ ପାଳିରେ ଫେଲ ମାରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲୀ । ବାରମ୍ବାର ଟେଷ୍ଟରେ ବିରାଟ ବ୍ୟାଟ ନୀରବ ରହୁଛି । ଦ୍ୱିତୀୟ ଇନିଂସରେ କୋହଲୀ ମାତ୍ର ୨୦ ରନ କରି ପାଭିଲିୟନ ଫେରିଥିଲେ । ଭାରତର ଦୁଇ ସଫଳ ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ…
Read More...

ଭାରତ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ

ଲର୍ଡ୍ସ: ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ । ଘାତ ପ୍ରତିଘାତ ପରେ ଶେଷରେ ପଡିଛି ଟସ । ଏହି ମ୍ୟାଚରେ ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ । ଭାରତକୁ ବ୍ୟାଟିଂ କରିବା ପାଇଁ ସେ ଆମନ୍ତ୍ରିତ କରିଛନ୍ତି । ଏହି ମ୍ୟାଚରେ ଭାରତ…
Read More...

ଗୋଲ୍ଡେନ ବୟ ନୀରଜଙ୍କୁ ପୁଣି ସଫଳତା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତ ପାଇଁ ଐତିହାସିକ ବିଜୟ ଦେଇଥିବା ସୁନାପୁଅ ନୀରଜ ଚୋପ୍ରାଙ୍କୁ ମିଳିଛି ଆଉ ଏକ ବଡ ସଫଳତା । ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣି ଦୀର୍ଘ ଶହେ ବର୍ଷର ଅପେକ୍ଷାରେ ସେ ଲଗାଇଥିଲେ ପୂର୍ଣ୍ଣଚ୍ଛେଦ । ତେବେ ଏଭଳି ଏକ ମହାନ ସଫଳତା ଭାରତ ମାକୁ ଦେବା ପରେ ଏବେ ସେ…
Read More...

ସମଗ୍ର ସିରିଜରୁ ବାଦ ପଡିଲେ ବ୍ରଡ

ଲର୍ଡ୍ସ: ଭାରତ–ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ପ୍ରଥମ ମ୍ୟାଚ ଧୋଇଗଲା ପରେ ଆଜିଠାରୁ ଆରମ୍ଭ ହେବ ଦ୍ୱିତୀୟ ମ୍ୟାଚ । ଲର୍ଡ୍ସ ଗ୍ରାଉଣ୍ଡରେ ଉଭୟ ଦଳ ଆଜି ସିରିଜର ପ୍ରଥମ ବିଜୟ ପାଇଁ ଲଢେଇ ଆରମ୍ଭ କରିବେ । କିନ୍ତୁ ମ୍ୟାଚ ଆରମ୍ଭର ଠିକ ପୂର୍ବରୁ ଇଂଲଣ୍ଡ ଦଳକୁ ଲାଗିଛି…
Read More...

ହକି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳତା

ଭୁବନେଶ୍ୱର(ସ୍ମୃତି ରଞ୍ଜନ): ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ । ଆଜି କେବଳ ଓଡିଶା ନୁହେଁ, ସାରା ବିଶ୍ୱ ପାଇଁ ଏହା ଏବେ ରାଜ୍ୟର ଏକ ଅନ୍ୟତମ ପରିଚୟ । ବିଶ୍ୱ ଇତିହାସରେ ଏକ ଭିନ୍ନ ଛାପ ସୃଷ୍ଟି କରିଛି ଓଡିଶାର କଳିଙ୍ଗ ଷ୍ଟାଡିୟମ । ଆଜି ଏଠାରେ ଆନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ…
Read More...

ଜାରି ହେଲା ଆଇସିସି ମାନ୍ୟତା

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବା ଆଇସିସି ଜାରି କରିଛି ନୁତନ ଟେଷ୍ଟ ମାନ୍ୟତା । ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ ପଛରେ ପକାଇ ଦେଇଥିବା ଜଣାଯାଇଛି । ବିରାଟଙ୍କୁ ଅତିକ୍ରମ କରି ରୁଟ ପହଞ୍ଚିଛନ୍ତି ଚତୁର୍ଥ ସ୍ଥାନରେ । ତେବେ ଶୀର୍ଷରେ…
Read More...

ଆଇପିଏଲ ପାଇଁ ନୂଆ ନିୟମ

ଦୁବାଇ(ରିପୋର୍ଟର୍ସ ଟୁଡେ): ଚଳିତ ଆପିଏଲର ବଳକା ମ୍ୟାଚକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ ୨୦୨୧ର ବଳକା ମ୍ୟାଚ ଖେଳାଯିବ । ମୋଟ ବାକି ଥିବା ୩୧ଟି ମ୍ୟାଚ ୟୁଏଇର ତିନୋଟି ଭେନ୍ୟୁ ଦୁବାଇ,ଶାରଜାହ ଏବଂ ଆବୁଧାବିରେ…
Read More...