Browsing Tag

Sports

ଆଜି ମୁମ୍ବାଇ-କୋଲକାତା ଟକ୍କର

ଆବୁଧାବି: ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚମ ମ୍ୟାଚରେ ଆଜି ପୂର୍ବ ଭାରତ ଏବଂ ପଶ୍ଚିମ ଭାରତ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଆଜିର ଲିଗ ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ । ଶେଷ ମ୍ୟାଚରେ ଏକ ଧୂଆଁଧାର ବିଜୟ ସହିତ…
Read More...

ଆଇପିଏଲରେ କୋରୋନା ପଶିବା ପରେ ବିସିସିଆଇର ନିଷ୍ପତ୍ତି

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଦଳର ଷ୍ଟାର ବୋଲର ଟି ନଟରାଜନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ତାଙ୍କ ସମେତ ଅନ୍ୟ ୬ ଜଣ ଟିମ ସଦସ୍ୟଙ୍କୁ ଆଇସୋଲେସନକୁ ପଠାଯାଇଛି । ତେବେ ନଟରାଜନ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜିର ଦିଲ୍ଲୀ- ହାଇଦ୍ରାବାଦ ମ୍ୟାଚ ଖେଳାଯିବାକୁ…
Read More...

ବିସିସିଆଇର ବଡ ଘୋଷଣା

ନୂଆଦିଲ୍ଲୀ: ଘରୋଇ କ୍ରିକେଟରଙ୍କ ପାଇଁ ବିସିସିଆଇ ଦେଲା ଖୁସି ଖବର । ଖେଳାଳୀମାନଙ୍କର ମ୍ୟାଚ ଫି ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଘରୋଇ କ୍ରିକଟେରେ ୪୦ରୁ ଅଧିକ ମ୍ୟାଚ ଖେଳିଥିବା ଖେଳାଳୀମାନଙ୍କ ପାଇଁ ମ୍ୟାଚ ଫି ୬୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ।…
Read More...

ଓଡିଆ ଆଥଲେଟଙ୍କୁ KIITର ସମ୍ମାନ

ଭୁବନେଶ୍ୱର: ଓଡିଶା କ୍ରୀଡା ଜଗତର ଦୁଇ ଉଡ୍ଡୀୟମାନ ତାରକାଙ୍କୁ ସମ୍ମାନିତ କରିଛି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରଆଲ ଟେକ୍ନୋଲୋଜି(KIIT) । ଟୋକିଓ ଗେମ ୨୦୨୦ରେ ଉତ୍କର୍ଷ ଖେଳାଳୀମାନଙ୍କ ନାମରେ ତାଙ୍କର ଦୁଇଟି ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯିବା ପାଇଁ ଘୋଷଣା କରାଯାଇଛି । ଓଡିଆ…
Read More...

ଆଜି ରାଜସ୍ଥାନ- ପଞ୍ଜାବ ମୁକାବିଲା

 ମେଲବୋର୍ଣ୍ଣ: ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ହିଁ ରୋମାଞ୍ଚକର ଚରମ ଶିଖରରେ ପହଞ୍ଚି ସାରିଛି । ପ୍ରତି ମ୍ୟାଚରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ମ୍ୟାଚରେ ଆଜି ରାଜସ୍ଥାନ ରୋୟଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ଘମାଘୋଟ…
Read More...

ବାରବାଟୀ ଷ୍ଟାଡିୟମକୁ ଫେରିଲା ଅନ୍ତର୍ଜାତୀୟ ମ୍ୟାଚ

କଟକ: ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରୁଛି ଇଣ୍ଟନେସନାଲ କ୍ରିକେଟର ଧମାକା । ଦୁଇ ବର୍ଷର ବ୍ୟବଧାନ ପରେ ଏହି ଭେନ୍ୟୁରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ସଂଯୋଗ ବଶତଃ ଯେଉଁ ଦୁଇ ଦଳ ବିପକ୍ଷରେ ଶେଷ ମ୍ୟାଚ ଖେଳାଯାଇଥିଲା ସେହି ଦୁଇ ଦଳଙ୍କ ମଧ୍ୟରେ ଏହି ମ୍ୟାଚ ଖେଳାଯିବ । ତେବେ…
Read More...

ଭାରତୀୟ ଦଳକୁ ଫେରିବେ ଅନିଲ

ନୂଆଦିଲ୍ଲୀ: ପୁଣି ଥରେ ଭାରତୀୟ ଦଳକୁ ଫେରୁଛନ୍ତି କିମ୍ବଦନ୍ତୀ କ୍ରିକେଟର ଅନିଲ କୁମ୍ବଲେ । ଟିମ ଇଣ୍ଡିଆକୁ ପୁଣି ଥରେ ଟପକୁ ନେବା ପାଇଁ ଫେରୁଛନ୍ତି ଭାରତର ପୂର୍ବତନ ଷ୍ଟାର ବୋଲର ତଥା ପୂର୍ବତନ କୋଚ । ଚୁକ୍ତି ଅନୁସାରେ ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଭାରତର ମୁଖ୍ୟ କୋଚ ରବି…
Read More...

ଅଧିନାୟକ ପଦବୀ ପାଇଁ ରୋହିତଙ୍କୁ ଚାଲେଞ୍ଜ

ନୂଆଦିଲ୍ଲୀ: ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ ଭାରତର ଷ୍ଟାର ଖେଳାଳୀ ବିରାଟ କୋହଲୀ । ଏନେଇ ନିଜେ ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି ଚେଜ ମାଷ୍ଟର । ତେବେ ବିରାଟଙ୍କ ପରେ କିଏ ଭାରତୀୟ ଦଳର ଭାର ସମ୍ଭାଳିବ ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ଟି-ଟ୍ୱେଣ୍ଟି…
Read More...

ଆସେଜ ସିରିଜକୁ ବହିଷ୍କାର କରିବେ ଖେଳାଳୀ

ନୂଆଦିଲ୍ଲୀ: ଆସନ୍ତା ଦିନରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆସେଜକୁ ବହିଷ୍କାର କରିପାରନ୍ତି ଅନେକ ଇଂଲଣ୍ଡ ଖେଳାଳୀ । ଏହି ସିରିଜକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ଇଂଲଣ୍ଡର ବରିଷ୍ଠ ଖେଳାଳୀ ଏବଂ ସପୋର୍ଟ ଷ୍ଟାଫ । କୋରୋନା ପାଇଁ ସ୍ଥିର ହୋଇଥିବା ଗାଇଡଳାଇନ କଟକଣା ସେମାନଙ୍କୁ ଦ୍ୱିଧାରେ…
Read More...

ଆଇପିଏଲକୁ ନେଇ ବଡ ଖବର

ଦୁବାଇ: ଆଇପିଏଲକୁ ନେଇ ଆସିଲା ଖୁସି ଖବର । ଆସନ୍ତା ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଦର୍ଶକଙ୍କୁ ମିଳିବ ଅନୁମତି । ଏଣିକି ଷ୍ଟାଡିୟମରେ ବସି ଦର୍ଶକ ଉପଭୋଗ କରିପାରିବେ ପିଶ୍ୱର ସବୁଠୁ ବଡ ଟି-ଟ୍ୱେଣ୍ଟି ଲିଗ ଆଇପିଏଲ । ଗତ ଦୁଇ ବର୍ଷ ଧରି ଚାଲିଥିବା ଧାରରେ ଲାଗିବ ବ୍ରେକ । ପୁଣି…
Read More...