ବାଚସ୍ପତିଙ୍କ ପୋଡିୟମର ମାଇକ ଭାଙ୍ଗିଲେ ବିରୋଧୀ , ୧ଘଣ୍ଟା ପାର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ୱର: ୪ଟାରେ ପୁଣି ଗୃହରେ ଉଭୟ ବିଜେପି ଓ ବିଜେଡ଼ି ସଦସ୍ୟଙ୍କ ହଟ୍ଟଗୋଳ । ବିଜେପି ବିଧାୟକ ମାନେ ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗ ନେଇ ହାତରେ ବ୍ୟାନର ଧରି ଗୃହ ମଧ୍ୟ ଭାଗରେ ନାରାବାଜି କରିଥିବା ବେଳେ ବିଜେଡ଼ି ବିଧାୟକ ମାନେ ପରୀ ହତ୍ୟା ଘଟଣାରେ ବିଜେପିର କ୍ଷମା ପ୍ରାର୍ଥନା…
Read More...
Read More...