Browsing Tag

snow fall

ହିମାଚଳରେ ଜଳବାୟୁ ପରିବର୍ତ୍ତନକୁ ନେଇ ଆସିଲା ସାଂଘାତିକ ଚିତ୍ର; ଗ୍ରୀଷ୍ମରେ ଅଧିକ ତୁଷାରପାତ

ନୂଆଦିଲ୍ଲୀ: ଶୀତ ଦିନ ପରିବର୍ତ୍ତେ ଖରା ଦିନେ ହେଉଛି ଅଧିକ ତୁଷାରପାତ । ଘଟଣାଟି ସମସ୍ତଙ୍କୁ ଚକିତ କରିଦେଇଥିବା ବେଳେ ହିମାଚଳ ପ୍ରଦେଶରୁ ଏହାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରୁଛି । ଏହାର କୁପ୍ରଭାବ ମନୁଷ୍ୟ ଏବଂ…
Read More...