ସାପକୁ ଜରିରେ ପୁରାଇ ଡାକ୍ତରଖାନା ପହଞ୍ଚିଲେ ଯୁବକ, ସ୍ୱାସ୍ଥ୍ୟବସ୍ଥା ସ୍ଥିର
ବିଷାକ୍ତ ସାପ କାମୁଡିବା ପରେ ସାପକୁ ଜରିରେ ପୁରାଇ ଡାକ୍ତରଖାନା ଦୌଡିଲେ ଯୁବକ । ଶୁକ୍ରବାର ସନ୍ଧ୍ୟାରେ ଉଦଳା ଏନଏସିର ୱାର୍ଡ ନମ୍ବର ୧୦ରେ ଥିବା ଲିଫ୍ଟ ଇରିଗେସନର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କର୍ତ୍ତବ୍ୟରତ ଜଣେ ଜଗୁଆଳୀଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା।…
Read More...
Read More...