Browsing Tag

snake bite death

ରାତି ଅଧରେ ମାଡ଼ି ଆସିଲା ଯମ; ସାପ ନେଲା ଭାଇ ଭଉଣୀଙ୍କ ଜୀବନ

ସାପ କାମୁଡ଼ାରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ପରିବାର ଲୋକେ ଉଭୟଙ୍କୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ତେବେ…
Read More...

ସର୍ପାଘାତରେ ଗଲା ମହିଳାଙ୍କ ଜୀବନ

ରାଇରଙ୍ଗପୁର-: ଦିନକୁ ଦିନ ସାପ କାମୁଡା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ମୟୁରଭଞ୍ଜ ଜିଲ୍ଲା ବଖମନଘାଟୀ ଉପଖଣ୍ଡରେ ସପ୍ତାହକ ମଧ୍ୟରେ ଦୁଇଟି ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଲାଣି । ସୂଚନାଯୋଗ୍ୟ ଯାମଦା ଥାନା ଅନ୍ତର୍ଗତ ମାନବୀର ପଞ୍ଚାୟତର ରାମ ସିଂଙ୍କ ପତ୍ନୀ ଯୁମୁନା ରାତିରେ…
Read More...

ସାପ କାମୁଡ଼ାରେ ଚାଲିଗଲା ମହିଳାଙ୍କ ଜୀବନ

କୋକସରା: ସାପ କାମୁଡ଼ିବାରୁ ମହିଳା ମୃତ। ମୃତ ମହିଳା ଜଣକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ପିପଲଝାପର ଗାଁର ରୁପାଲୀ ମାଝୀ । ଗତକାଲି ବିଳମ୍ବିତ ରାତିରେ ସେ ସୋଇଥିବା ବେଳେ ଏକ ନାଗ ସାପ ତାଙ୍କୁ କାମୁଡି ଦେଇଥିଲା । ତେବେ ସଙ୍ଗେ ସଙ୍ଗେ ତାଙ୍କୁ କୋକସରା…
Read More...