Browsing Tag

Smruti Ranjan

ବିବାହ କରିବେ ଶାର୍ଦ୍ଦୁଳ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଲର୍ଡ ତଥା ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ଦେଇଛନ୍ତି ଖୁସିର ଖବର । ପ୍ରେମିକା ମିତାଲୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଲର୍ଡ ଶାର୍ଦ୍ଦୁଳ । ତେଣୁ ଆଜି ସେ ବିବାହର ପ୍ରଥମ ପଦକ୍ଷେପ ଅର୍ଥାତ ନିର୍ବନ୍ଧ କରିଛନ୍ତି ।…
Read More...

ସ୍କୁଲ ନିକଟରେ ଓଲଟି ପଡିଲା ବସ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅନ୍ତର୍ଗତ ଟୋଳକ ଏମ.ଇ ସ୍କୁଲ ନିକଟରେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଛି ଯାତ୍ରୀବାହୀ ବସ । ତେବେ ଏତେ ବଡ ଦୁର୍ଘଟଣା ପରେ ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ,…
Read More...

ଭିଜିଲାନ୍ସ ଜାଲରେ କନଷ୍ଟେବଳ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଭିଜିଲାନ୍ସ ଜାଲରେ ଫସିଲେ କନଷ୍ଟେବଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନଷ୍ଟେବଳଙ୍କ ଘରେ ଚାଲିଛି ରେଡ । ବ୍ରହ୍ମପୁର ଲୋଚାପଡାରେ କନଷ୍ଟେବଳଙ୍କ ୩ ମହଲା ଘରେ ରେଡ ଜାରି ରଖିଛି ବ୍ରହ୍ମପୁର ପୋଲିସ । ଏହା ସହିତ ନିମଖଣ୍ଡି ଘର ଓ ଭଞ୍ଜନଗର ପୈତୃକ…
Read More...

୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

ବାରିପଦା: ମୟୁରଭଞ୍ଜରେ ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଛି ୧୨ ଘଣ୍ଟିଆ ବନ୍ଦ ଡାକରା । ‘ମାସା ଆର୍ମି’ ପକ୍ଷରୁ ସାନ୍ତାଳୀ, ମୁଣ୍ଡାରୀ ଏବଂ ହୋ ଭାଷାକୁ ଓଡିଶାର ଦ୍ୱିତୀୟ ରାଜ୍ୟ ଭାଷା ଭାବେ ମାନ୍ୟତା ସହ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦାବି କରାଯାଇଛି । ଆଜି…
Read More...

ପଞ୍ଚମ ଦିନରେ ପ୍ରଥମ ଟେଷ୍ଟ

କାନପୁର: ପଞ୍ଚମ ଦିନରେ ପହଞ୍ଚିଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ । ଶେଷ ଦିନରେ ବିଜୟ ପାଇଁ ଲଢିବେ ଉଭୟ ଯିମ । ନ୍ୟୁଜିଲାଣ୍ଡ ସାମନାରେ ୨୮୦ ରନର ଏକ ଲକ୍ଷ୍ୟ ରହିଥିବା ବେଳେ ଭାରତକୁ ଦରକାର ୯ଟି ୱିକେଟ । ଚତୁର୍ଥ ଦିନର ଶେଷ ସମୟରେ ୨୩୪-୭ରେ ପାଳି ଘୋଷଣା କରି କିୱି ଦଳକୁ…
Read More...

୬ଟି ଜିଲ୍ଲାକୁ ସତର୍କ କରାଇଲେ SRC

ଭୁବନେଶ୍ୱର: ସମ୍ଭାବ୍ୟ ଲଘୁଚାପକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି ସୂତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ୩୦ ତାରିଖରୁ ହେବାକୁ ଥିବା ଏହି ଲଘୁଚାପ ନେଇ ସାମ୍ବାଦିକ ସମ୍ମିଳନୀରେ ବିଶେଷ ତଥ୍ୟ ଦେଇଛନ୍ତି SRC । ଏହି ଲଘୁଚାପ ସମୟରେ ୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।…
Read More...

ବାଲେଶ୍ୱରକୁ BSKY

ବାଲେଶ୍ୱର: ସାରା ରାଜ୍ୟରେ ପହଞ୍ଚିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ଏବେ ସାମିଲ ହୋଇଛି ବାଲେଶ୍ୱର । ଖଇରା ବ୍ଲକ ଅନ୍ତର୍ଗତ କୁରୁଣ୍ଟା, ଗଡପୋଖରୀ ପଞ୍ଚାୟତରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ମାନ୍ୟବର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ…
Read More...

ଦେବଗଡରେ ହାତୀ ଆକ୍ରମଣ ଆତଙ୍କ

ଦେବଗଡ: ବିଲରେ କାମ କରିବା ସମୟରେ ଜଣେ ଚାଷୀଙ୍କ ଉପରକୁ ହାତୀ କରିଛି ଆକ୍ରମଣ । ଦନ୍ତାର ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଘଟା ଘଟିଛି ଦେବଗଡ ରେଞ୍ଜ ସୁଗୁଡା ବିଟ ଅନ୍ତର୍ଗତ ବୁଢୀବିଲ ଗ୍ରାମରେ । ଗ୍ରାମର ଚେମରୁ ନାଏକଙ୍କ ୨୮ ବର୍ଷୀୟ ପୁଅ ଲମ୍ବୋଦର ନାଏକ…
Read More...

ବିନିକାରେ ପହଞ୍ଚିଲା BSKY

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ତରଫରୁ ଅନୁଷ୍ଠିତ ହୋଇଯାଇଛି ବଣ୍ଟନ ମେଳା କାର୍ୟ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଲୋକମାନଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଏହି ଅବସରରେ…
Read More...

ଆଇପିଏଲ ପାଇଁ RCBର ନୂଆ ପ୍ଲାନ

ନୂଆଦିଲ୍ଳୀ: ୨୦୨୨ରେ ହେବ ଆଇପିଏଲର ମେଗା ଅକ୍ସନ । ୮ଟି ଦଳ ପରେ ପୁଣି ଯୋଡି ହେବେ ଆଉ ଦୁଇଟି ଫ୍ରାଞ୍ଚାଇଜି ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏହା ପୂର୍ବର ପ୍ରତ୍ୟେକ ଦଳକୁ ନିଜର ୪ଟି ଲେଖାଏଁ ଖେଳାଳୀଙ୍କୁ ରିଟେନ କରିବା ପାଇଁ କୁହାଯାଇଛି । ତେବେ ଏହି ସମୟରେ ସାମାନ୍ୟ ଏକ ଅସୁବିଧାର ସମ୍ମୁଖୀନ…
Read More...