ଟି-୨୦ ପରେ ଟେଷ୍ଟ ସିରିଜ ଉପରେ ଭାରତର କବଜା
ମୁମ୍ବାଇ: ଟେଷ୍ଟ ଚମ୍ପିଆନସିପର ପ୍ରତିଶୋଧ ନେଲା ଭାରତ । ୱାଙ୍ଖେଡେ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଭାରତ । ନ୍ୟଜିଲାଣ୍ଡକୁ ୩୭୨ ରନର ଏକ ବଡ ବ୍ୟବଧାନରେ ହରାଇ ସିରିଜକୁ ୧-୦ରେ ହାତେଇଛି ବିରାଟ ବ୍ରିଗେଡ ।…
Read More...
Read More...