Browsing Tag

Smruti Ranjan

ଅଗସ୍ତିଙ୍କୁ ମିଳିଲା ତିନିଚକିଆ ସାଇକେଲ

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମର ଅଗସ୍ତି ବାଦୀଙ୍କୁ ମିଳିଛି ନୂଆ ସାଇକେଲ । ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଛି ଏକ ନୂତନ ତିନିଚକିଆ ସାଇକେଲ । ଅଗସ୍ତି ପୂର୍ବରୁ ପାଇଥିବା ତିନିଚକିଆ ସାଇକେଲ ଅକାମୀ ହୋଇ…
Read More...

ବିପିନ ରାୱତଙ୍କ ଦେହାନ୍ତରେ ଶୋକ ସଭା

ସୁବର୍ଣ୍ଣପୁର(ଓମପ୍ରକାଶ ମିଶ୍ର ): ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଓ ସେନା ବାହିନୀଙ୍କ ଦେହାନ୍ତରେ ସାରା ଦେଶ ସ୍ତବ୍ଧ । ଆଜି ଦିଲ୍ଲୀରେ ରାଷ୍ଟ୍ରୀୟ ମର୍ଯାଦା ସହିତ ହେବ ସହିଦଙ୍କ ଶେଷକୃତ୍ୟ । ସିଡିଏସ ଶ୍ରୀ ରାୱତ ଏବଂ ଅମର ଯବାନ ମାନଙ୍କ ସ୍ମୃତିରେ…
Read More...

ବିପିନ ରାୱତଙ୍କ ବିୟୋଗରେ ମୁଖ୍ୟ ଦପ୍ତର ସଙ୍ଘ ତରଫରୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ତାମିଲନାଡୁ କୁନ୍ନୁରରେ ବାୟୁସେନାର Mi-17V5 ହେଲିକପ୍ଟର କ୍ରାସ୍ ଘଟଣାରେ ଶହୀଦ ହୋଇଥିବା ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ, ସେନାର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଯବାନଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି | ଏଥି ସହିତ ଉକ୍ତ ଘଟଣାରେ ଦେଶପାଇଁ ପ୍ରାଣବଳି ଦେଇଥିବା ଆମ…
Read More...

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ

ରାଉରକେଲା: ସହରର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ରିଜର୍ଭ ପୁଲିସ ଲାଇନର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୩ତମ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ…
Read More...

କ୍ୟାପିଟାଲ ହାଇସ୍କୁଲରେ କୋରୋନା

ଭୁବନେଶ୍ୱର: ରାଜଧାନୀର ସ୍କୁଲରେ ପଶିଛି ମହାମାରୀ କୋରୋନା । କ୍ୟାପିଟାଲ ହସ୍ପିଟାଲର ୨ ଜଣ ଛାତ୍ରଙ୍କ କୋରୋନା ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ସ୍କୁଲର ମୋଟ ୩୭୨ ଜଣ ଛାତ୍ରଛାତ୍ରୀଙ୍କ ଟେଷ୍ଟିଂ କରାଯାଇଥିଲା । ଏଥିରୁ ୨ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉଭୟ…
Read More...

ଶୁଭ୍ରାଂଶୁଙ୍କ ଶତକ ସହ ଓଡିଶାର ଅଭିଯାନ

କଟକ: ବିଜୟ ହାଜରେ ଟ୍ରଫିରେ ଓଡିଶାର ବିଜୟ ଅଭିଯାନ ଆରମ୍ଭ । ଶୁଭ୍ରାଂଶୁ ଶତପଥୀଙ୍କ ଶତକ ଏବଂ ସନ୍ଦୀପ ପଟ୍ଟନାୟକଙ୍କ ଅର୍ଦ୍ଧଶତକ ପାଳି ସହିତ ଓଡିଶା ପ୍ରଥମ ମ୍ୟାଚରେ ଆନ୍ଧ୍ରକୁ ମାତ ଦେଇଛି । ଉଭୟ ବ୍ୟାଟ୍ସମ୍ୟାନଙ୍କଠାରୁ ପଛରେ ରହି ନଥିଲେ ବାମହାତୀ ସ୍ପିନର ଜୟନ୍ତ ବେହେରା । ଆନ୍ଧ୍ରର ୪ଟି…
Read More...

ରୋହିତଙ୍କ ପ୍ରମୋସନ ବଢାଉଛି କୋହଲୀଙ୍କ ଚିନ୍ତା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଟିମ ସହିତ ଦଳରେ ଦୁଇଟି ବଡ ପରିବର୍ତ୍ତନ ଆଣିଛି ବିସିସିଆଇ । ପ୍ରଥମରେ ରୋହିତ ଶର୍ମାଙ୍କୁ ଦଳର ଦିନିକିଆ ଅଧିନାୟକ କରାଯାଇଛି । ସେହିପରି ଟେଷ୍ଟ ଦଳରେ ରୋହିତଙ୍କୁ ଉପ ଅଧିନାୟକ ପଦରେ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି…
Read More...

ଓମିକ୍ରନ ପାଇଁ ହାଇଲେବୁଲ ବୈଠକ

ଭୁବନେଶ୍ୱର: ଓମିକ୍ରନକୁ ନେଇ ହେବ ଉଚ୍ଚସ୍ତରୀୟ ବୈଠକ । ଏ ନେଇ ରାଜ୍ୟ ସରକାରଙ୍କ ସହ ଆଲେଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏହି ବୈଠକରେ ସ୍ୱସ୍ଥ୍ୟ ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ୫…
Read More...

ଚପର ଦୁର୍ଘଟଣାରେ ଓଡିଆ ଯବାନ ସହିଦ

ଅନୁଗୁଳ: ଚପର ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡିଆ ଯବାନ ସହିଦ । ତାଳଚେର କୁନ୍ଦଳା କୃଷ୍ଣଚନ୍ଦ୍ରପୁର ଗ୍ରାମର ରାଣାପ୍ରତାପ ଦାସ ଏହି ଦୁର୍ଘଟଣାରେ ସହିଦ ହୋଇଛନ୍ତି । ଇଣ୍ଡିଆନ ଏୟାର ଫୋର୍ସରେ ଜୁନିୟର ୱାରାଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ ରାଣାପ୍ରତାପ । ଗତକାଲି ତାମିଲନାଡୁ କୁନ୍ନୁରରେ…
Read More...

ଦକ୍ଷିଣ ଆଫ୍ରିକା ପାଇଁ ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ । ସିରିଜ ପାଇ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରି ସାରିଥିବା ବେଳେ ଟିମ ଇଣ୍ଡିଆ ଆଜି ଦଳ ଘୋଷଣା କରିଛି । ଏହି ସିରିଜରେ ଏକ ବଡ ପରିବର୍ତ୍ତନ କରାଯାଇଛି । ଟି-୨୦ ପରେ ଦିନିକିଆ ଦଳରେ ବି ଅଧିନାୟକ ପଦ…
Read More...