ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି, ସରକାର ଲଗାଇବେ ସ୍ମାର୍ଟ ମିଟର
ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି । ସରକାର ଲଗାଇବେ ସ୍ମାର୍ଟ ମିଟର । ରାଜ୍ୟରେ ଶତ ପ୍ରତିଶତ ସ୍ମାର୍ଟ ମିଟର ବ୍ୟବସ୍ଥା କାର୍ଯ୍ୟକାରୀ ହେବ । କ୍ୟାବିନେଟରେ ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଉପଭୋକ୍ତାଙ୍କ କାନ୍ଧରେ କମ୍ ହେବ ଖର୍ଚ୍ଚ ଭାର । ମୁଖ୍ୟମନ୍ତ୍ରୀ…
Read More...
Read More...