Browsing Tag

Shreemandir

ହବିଷ୍ୟାଳୀଙ୍କ ଭକ୍ତି ସାମ୍ନାରେ ଫେଲ ମାରିଲେ ରାଜ୍ୟ ସରକାର

ପୁରୀ : କାର୍ତ୍ତିକ ମାସରେ ଧର୍ମ କରିବା ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଥିବା ହବିଷ୍ୟାଳୀଙ୍କ ଅସନ୍ତୋଷକୁ ନେଇ ସାରା ରାଜ୍ୟରେ ଚହଳ। ଲୋକଙ୍କ ଆକ୍ରୋଶକୁ ଦେଖି ରାଜ୍ୟ ସରକାର ନୁଆଇଁଲେ ମୁଣ୍ଡ । ଘଟଣାସ୍ଥଳ ପୁରୀ ଜିଲ୍ଲାପାଳ ପହଞ୍ଚି ସମସ୍ତଙ୍କୁ ଥଇଥାନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ।…
Read More...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି : ପ୍ରାୟ ଚାରିଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ଆଜି ଆଶ୍ୱିନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ  ମହାପ୍ରଭୁଙ୍କ ବନକଲାଗି ନୀତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗମଣ୍ଡପ  ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର…
Read More...

ପବିତ୍ର ରାଧାଷ୍ଟମୀ : ପ୍ରଭୁ ସୁଦର୍ଶନଙ୍କୁ ବାର୍ଷିକ ଆୟ ବ୍ୟୟର ହିସାବ ଦେବେ ଜମ୍ବେଶ୍ୱର ମହାଦେବ

ପୁରୀ : ଆଜି ହେଉଛି ପବିତ୍ର ରାଧାଷ୍ଟମୀ । ଏହି ପବିତ୍ର ଦିନ ନିମନ୍ତେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ । ଚକ୍ରରାଜ ସୁଦର୍ଶନ ଆଜି ନଗର ପରିକ୍ରମା କରିବାର ବିଦ୍ଧି ରହିଛି । ପ୍ରଥା ସମ୍ପର୍ଣ୍ଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।…
Read More...

ଅରୁଣ ସ୍ତମ୍ଭ ନିକଟରେ ପେଜ ପାଣିର ଲହରୀ : ଶ୍ରଦ୍ଧାଳୁ ସେବକ ହନ୍ତସନ୍ତ

ପୁରୀ : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପେଜନଳାରୁ ନିର୍ଗତ ପାଣି ଢେଉ ମାରୁଛି । ସିଂହଦ୍ଵାରରେ ପେଜ ସ୍ରୋତ ଚାଲିବା ଯୋଗୁଁ ଶ୍ରଦ୍ଧାଳୁମାନେ ନାହିଁ ନଥିବା ସମସ୍ଯାରେ ସମ୍ମୁଖୀନ ହେଉଛନ୍ତି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ଅନ୍ଯାନ୍ଯ ନିତି ଚାଲିଥିବା ସମୟରେ ସିଂହଦ୍ଵାର ସାମ୍ନା…
Read More...

ଆଜିଠାରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ

(ସୌମ୍ୟ ରଂଜନ ସେଠୀ) : ଶ୍ରୀମନ୍ଦିରରେ ଆଜି ଠାରୁ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି। ମାତ୍ର ପ୍ରଥମ ଦିନରୁ ଏଥିରେ ବିଭ୍ରାଟ ଦେଖାଦେଇଛି। ଆଜି ଶ୍ରୀମନ୍ଦିରର ଦ୍ୱାର ଖୋଲା ହେବା ପରେ ଭକ୍ତମାନେ ଧାଡ଼ି ନ ମାନି ପୂର୍ବରୁ ଯେପରି ଦର୍ଶନ କରୁଥିଲେ, ସେହିପରି ମନ୍ଦିରରେ…
Read More...