Browsing Tag

shree jagannath temple

ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ

ଭୁବନେଶ୍ୱର:- ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ । ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ପାଇଁ ବ୍ୟବସ୍ଥା କରାଯିବ । ଏନେଇ ସ୍ୱତନ୍ତ୍ର ଗୃହ ସ୍ଥାପନ ପାଇଁ ସ୍ଥାନ ନିରୁପଣ କରାଯାଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିର ପରିସର ଶାଖା…
Read More...

ସ୍ନାନ ମଣ୍ଡପରେ ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ, ଶ୍ରୀବିଗ୍ରହ ମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ ଭକ୍ତ

ଭୁବନେଶ୍ୱର: ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ତିନି ଘଣ୍ଟା ପାଇଁ ସ୍ନାନ ମଣ୍ଡପରେ ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ। ତେବେ ଏହି ସମୟରେ କୌଣସି ଭକ୍ତ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଆଜି ଶ୍ରୀମନ୍ଦିର ପ୍ରଶାସନ…
Read More...

ରାମ ନବମୀରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର: ଶ୍ରୀମନ୍ଦିର ହଜାର ହଜାର ଭକ୍ତଙ୍କ ସମାଗମ

ପୁରୀ(ଜୟନ୍ତ କୁମାର ସେଠୀ): ଆଜି ପବିତ୍ର ରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ରାମନବମୀ ନିତୀ । ପରମ୍ପରା ଅନୁଯାୟୀ, ଚୈତ୍ର ଶୁକ୍ଲ ନବମୀ ଦିନ ମଧ୍ୟାହ୍ନ ଧୂପ ଉଠିଲେ ଜୟବିଜୟ ଦ୍ୱାର ବନ୍ଦ ହୁଏ । ସୁଧ ସୁଆର ଭଣ୍ଡାର ଘର ଆଗରେ ପୋଛାମାରିବା ପରେ ପୂଜାପଣ୍ଡା ଆସି ଜନ୍ମମଣ୍ଡଳ…
Read More...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ଭି ଭି ଯାଦବ

ପୁରୀ: ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଏସ ବୀର ବିକ୍ରମ ଯାଦବ । ପୁରୀରେ ପହଁଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ଅତ୍ୟନ୍ତ ଭବ୍ୟ ସ୍ୱାଗତ କରାଯାଇଥିଲା । ଗତ ଶନିବାର ରାତିରେ ଚୁଲି ଭାଙ୍ଗିବା ଘଟଣାକୁ ତର୍ଜମା କରିଛନ୍ତି ଶ୍ରୀଯୁକ୍ତ ଯାଦବ । ଶ୍ରୀମନ୍ଦିରକୁ…
Read More...

ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣା : ସନ୍ଦିଗ୍ଧଙ୍କୁ ବାଇଶିପାହାଚ ବାହାରେ ଛାଡିଥିଲେ ଜେଟିପି !

ଭୁବନେଶ୍ୱର/ଜୟନ୍ତ କୁମାର ସେଠୀ: ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ପୁରୀ ଏସପିଙ୍କ ବୟାନ୍ । ସିସିଟିଭିରେ ଚିହ୍ନଟ ସନ୍ଦିଗ୍ଧଙ୍କୁ ବାଇଶି ପାହାଚ ଦେଇ ବାହାରେ ଛାଡିଥିଲେ ୪ ଜଣ ଜେଟିପି । ସିସିଟିଭିରେ ଏପରି ଦୃଶ୍ୟ ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୁରୀ ଏସପି । ସିସିଟିଭି…
Read More...

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା: ଏତଲା ପରେ ଜଣେ ଚିହ୍ନଟ

ପୁରୀ: ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ଏତଲା ପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ତଦନ୍ତ ପାଇଁ ଗଠିତ ହୋଇଛି ୫ଜଣିଆ ଟିମ୍‌ । ସେହିଭଳି ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ପୁରୀ ଏସ୍‌ପି କେ. ବିଶାଲ୍‌ ସିଂହ । ପୁରୀ…
Read More...

ହୋଲି ପରେ ହଟିପାରେ ରବିବାର ଜଗା ଦର୍ଶନ କଟକଣା

ପୁରୀ: ଶ୍ରୀମନ୍ଦିରରୁ ହଟିପାରେ ଜଗଦର୍ଶନ କଟକଣା । ହୋଲି ପରେ ହଟିପାରେ ରବିବାର ଦର୍ଶନ କଟକଣା । ଆଗାମୀ ଶନିବାର ଏନେଇ ଛତିଶାନିଯୋଗ ବୈଠକରେ ନିଷ୍ପତି ହେବ ନେଇ ସୂଚନା ମିଳିଛି । କରୋନାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଥିଲା । ଯାହା ଫଳରେ ରବିବାର ଭଳି…
Read More...