ଲାହୋରରେ ଗୁରୁବାର ସିରିଜ ବିସ୍ଫୋରଣ ୫ ମୃତ
ଇସଲାମାବାଦ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ପାକିସ୍ତାନର ଲାହୋରରେ ଗୁରୁବାର ସିରିଜ ବିସ୍ଫୋରଣ ହୋଇଛି । ଲାହୋର ଗେଟ ନିକଟ ଅନାରକଲି ବଜାରରେ ଏହି ବିସ୍ଫୋରଣ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି ।
ବିସ୍ଫୋରଣରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା ।…
Read More...
Read More...