ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ
କଟକ/ ଜଗନ୍ନାଥ ମହାନ୍ତି: ଆଜି ଶେଷ ଦିନରେ ଜିଲ୍ଲାପରିଷଦ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଏକାଧିକ ପ୍ରାର୍ଥୀ । ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ଗହଣରେ କୋଭିଡ କଟକଣା ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟ।।ଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । କଟକ ଜିଲ୍ଲାର ଉଭୟ…
Read More...
Read More...