Browsing Tag

shasikala

ଓଏସଏସସି ଦୁର୍ନୀତି : ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ବିଜେପି ଯୁବ ମୋର୍ଚା ପକ୍ଷରୁ ଓଡିଶା କର୍ମଚାରୀ ପ୍ରବଣନ ଆୟୋଗ(ଓଏସଏସସି) ରେ ହୋଇଥିବା ଲାଞ୍ଚା କାରବାର ଓ ଦୁର୍ନୀତି କରାଯାଇଥିବା ଅଭିଯୋଗ କରାଯାଇ ପ୍ରତିବାଦରେ ମୋର୍ଚାର ସଭାପତି ଆଲୋକ ରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ରାଇରଙ୍ଗପୁର…
Read More...

ପୂର୍ତ୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା

ଗୋପ/ଜୟନ୍ତ କୁମାର ସେଠୀ: ପୁରୀ ଜିଲ୍ଲାର ନିମାପଡା-କାକଟପୁର ଓ କାକଟପୁର-କୋଣାର୍କ ମୁଖ୍ୟ ରାସ୍ତାର ନିମ୍ନମାନର କାର୍ଯ୍ୟ ଓ ଦୁର୍ନୀତିର ଘୋଟଲାକୁ ବିରୋଧ କରି ବିଜେପି ରାଜ୍ୟ ଉପସଭନେତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦେଶକ୍ରମେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ଆଲୋକ ବେହେରାଙ୍କ…
Read More...

ଅସ୍ତ୍ରରେ ଆକ୍ରମଣ, ଯୁବକ ମୃତ

ବାଣପୁର/ଦିବ୍ୟକାନ୍ତ ବେହେରା : ଅସ୍ତ୍ରରେ ଆକ୍ରମଣ, ଯୁବକ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡସିରେଇପୁର ଗ୍ରାମରେ । ସୂଚନାଥାଉ କି, ବଡ଼ସିରେଇପୁର ଗ୍ରାମର ଲକ୍ଷ୍ମୀ ମହାରଣାଙ୍କ ପୁତ୍ର ସନ୍ତୋଷ ମହାରଣା (୨୧) ଗ୍ରାମ ଯୁବକଙ୍କ ସହ ଖେଳୁଥିଲେ।…
Read More...

ବାଇକକୁ ଧକ୍କା ଦେଲା ଡାଲା ଅଟୋ, ୨ ଗୁରୁତର

ଚିଲିକା/ ଦିବ୍ୟକାନ୍ତ ବେହେରା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ହିରିଆମ୍ବା ଗାଁର ୨ ଯୁବକ ବାଇକ ଯୋଗେ ଭାୟା ନୀଳାଦ୍ରିପ୍ରସାଦ ହୋଇ ବାଲୁଗାଁ ରେଳ ଷ୍ଟେସନ ଯାଉଥିଲେ। ବାଇକ ଚଲାଉଥିବା ବ୍ୟକ୍ତି ବିଷ୍ଣୁ ନାୟକ (୨୧) ବାଇକରେ ବସିଥିବା ପଦ୍ମନାଭ ନାୟକ (୨୪) ଙ୍କୁ ଚେନ୍ନାଇ ଯିବା ଉଦ୍ଦେଶ୍ୟରେ…
Read More...

ବାପ ଝିଅଙ୍କୁ ବନ୍ଧୁକ ଦେଖାଇ ଲୁଟ

ଚିଲିକା/ ଦିବ୍ୟକାନ୍ତ ବେହେରା: ଦିନ ଦ୍ୱିପହରରେ ବାପ ଝିଅଙ୍କୁ ବନ୍ଧୁକ ଦେଖାଇ ଲୁଟିଲେ ଦୁର୍ବୃତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଆଙ୍କୁଲା ପଦର ଗ୍ରାମରେ । ସୂଚନାଥାଉ କି, ଗତକାଲି ମଧ୍ୟାହ୍ନରେ ଲଲାଟ କୁମାର ବେହେରା (୪୨) ଓ ତାଙ୍କ ଝିଅ…
Read More...

ମହିଳା ହକିରେ ହାରିଲା ଭାରତ, ବ୍ରୋଞ୍ଜ ହାତେଇଲା ବ୍ରିଟେନ

ଜାପାନ ୦୬/୦୮: ମହିଳା ହକିରେ ଭାରତର ବ୍ରୋଞ୍ଜ ଆଶା ଧୂଳିସାତ୍ । ଟୋକିଓରେ ଲଢୁଆ ପ୍ରଦର୍ଶନ କରିବା ପରେ ବି ହାରିଛି ଭାରତ । ବ୍ରିଟେନଠାରୁ ୪-୩ରେ ହାରିଲା ଭାରତ । ଫଳରେ ବ୍ରୋଞ୍ଜ ପଦକ ହାସଲ କରିଛି ବ୍ରିଟେନ୍ । ଆଜି ଖେଳ ଆରମ୍ଭରୁ ଭାରତୀୟ ଦଳ ବ୍ରିଟେନକୁ କଡ୍ଡା ଟକ୍କର ଦେଇଥିଲେ । ପ୍ରାୟ…
Read More...

ହିନ୍ଦୀ, କ୍ରୀଡା ଓ ସଂସ୍କୃତ ଶିକ୍ଷକଙ୍କ ନିଯୁକ୍ତି ନେଇ ଛାତ୍ରଛାତ୍ରୀଙ୍କ ଦାବି

ଭୁବନେଶ୍ୱର: ଆଜିକୁ ୭ବର୍ଷ ହେବ ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଶିକ୍ଷକଙ୍କ ପଦବୀ ପାଇଁ ନିଯୁକ୍ତି ବାହାରି ନଥିଲା । ଏଥିଲାଗି ସମସ୍ତ ଛାତ୍ରଛାତ୍ରୀ ନିଜର ପଢ଼ା ସମାପ୍ତ କରି ଘରେ ବେକାର ହୋଇ ବସି ରହିଛନ୍ତି । ରାଜ୍ୟ ସରକାର ସମସ୍ତ କ୍ଷେତ୍ରରେ ନିଯୁକ୍ତି ବାହାର କରୁଥିଲେ ମଧ୍ୟ ସଂସ୍କୃତ. ହିନ୍ଦୀ…
Read More...

ମାନବାଧିକାର କାର୍ୟ୍ୟାଳୟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଆଜି ରାଜ୍ୟ ମାନବାଧିକାର କାର୍ୟ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଏସିର ସଟ ସର୍କିଟରୁ ଲାଗିଥିଲା ନିଆଁ । ଏନେଇ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ କାହାରୀ ଜୀବନ ଯାଇନାହିଁ । ଏହି…
Read More...

ଆନନ୍ଦ ମାର୍ଗ ୟୁନିଭରସାଲ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ 

ଭଦ୍ରକ/ସେକ ଫାଇଜାନ କାଦ୍ରୀ: କୋଭିଡ ସମୟରେ ସମାଜର ଗରିବ ଅସହାୟ ଲୋକ ମାନଙ୍କୁ ସହଯୋଗ ର ହାତ ବଢ଼ାଇଛି ଆନନ୍ଦ ମାର୍ଗ ୟୁନିଭରସାଲ ରିଲିଫ ଟିମ.ଯେଉଁ ଗରିବ ଲୋକ ମାନେ ଲକ ଡାଉନ ଓ ସଟ ଡାଉନ ଯୋଗୁ କାମ ଧନ୍ଦା ନ ପାଇ ହଇରାଣ ହରକତ ହେବା ସହିତ ଜୀବନ ଜୀବିକା କୁ ନେଇ ଚିନ୍ତିତ ଅଛନ୍ତି ସେମାନଙ୍କୁ…
Read More...

ଏନଟିପିସି ଥାନା ଇଲାକାରେ ମାତିଲେ ଚୋର

ଅନୁଗୁଳ /ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ୍ ଏନ୍ଟିପିସି ଥାନା ଇଲାକାରେ ଦିନକୁ ଦିନ ଅପରାଧିକ କାର୍ୟ୍ୟକଳାପ ବୃଦ୍ଧି ପାଇବାରେ ଲାଗୁଛି । ଚୋରି ଥମିବାର ନା’ଧରୁନି । ରାତିରେ ପୋଲିସ୍ ପେଟ୍ରୋଲିଂରେ ଢିଲା ଯୋଗୁଁ ଦିନକୁ ଦିନ ଲୁଟ୍ପାଟ୍, ରାହାଜାନୀ, ଚୋରି ଭଳି…
Read More...