କଳାହାଣ୍ଡି ଭଡାଘରୁ ସେକ୍ସରାକେଟ ଠାବ, ଦୁଇ ଯୁବତୀ ସମତେ ଜଣେ ଯୁବକ ଗିରଫ
( କାହ୍ନୁଚରଣ ସାହୁ): କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଏକ ଘରେ ପୋଲିସର ଚଢାଉ କରି ସେକ୍ସରାକେଟ ଠାବ କରିଛି । ଚଢଉ ବେଳେ ୨ଜଣ ଯୁବତୀଙ୍କ ସହ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ତାରିଣୀ ମନ୍ଦିର ପଡାଶର୍ମା କଲୋନୀର ଏକ ଭଡାଘରେ ସେକ୍ସ ରାକେଟ ଚାଲିଥିବା ନେଇ ଟାଉନ ପୋଲିସ ଖବର…
Read More...
Read More...