Browsing Tag

scrub typhus

କୃଷି ସଚିବ ଅରବିନ୍ଦ ପାଢୀ ସ୍କ୍ରବ ଟାଇଫସରେ ଆକ୍ରାନ୍ତ

ଭୁବନେଶ୍ୱର: କୃଷି ସଚିବଙ୍କୁ ସ୍କ୍ରବ ଟାଇଫସ । କୃଷି ସଚିବ ଅରବିନ୍ଦ ପାଢୀ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି । କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷାରୁ ସ୍ପଷ୍ଟ ହୋଇଛି । ଆକ୍ରାନ୍ତ ପରେ ଘରେ ରହି ଚିକିତ୍ସିତ ହେଉଛନ୍ତି ଅରବିନ୍ଦ ପାଢୀ । ସ୍କ୍ରବ ଟାଇଫସରେ…
Read More...

ସ୍କ୍ରବ ଟାଇଫସରେ ନୂଆ ୨୦ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି । ଗତକାଲି ୭୪ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ୨୦ଜଣଙ୍କର ପଜିଟିଭ ବାହାରିଥିବା କୁହାଯାଉଛି । ତେବେ ଏହାକୁ ମିଶାଇ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୨୯୨କୁ…
Read More...

ସ୍କ୍ରବ୍ ଟାଇଫସକୁ ରୋକିବା ପାଇଁ ଓଡ଼ିଶାରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ମେଡିକାଲ୍ ଟିମ୍

ଭୁବନେଶ୍ୱର : ଓଡ଼ିଶାରେ ବ୍ୟାପୁଥିବା ସ୍କ୍ରବ୍ ଟାଇଫସ୍ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ କେନ୍ଦ୍ରୀୟ ମେଡିକାଲ୍ ଟିମ୍ ଓଡ଼ିଶା ଆସି…
Read More...

ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩କୁ ବୃଦ୍ଧି

ସୁନ୍ଦର ଗଡ : ରାଜ୍ୟରେ ଚାନ୍ତା ବଢାଉଛି ସ୍ମ୍ରବ ଟାଇଫସ । ସୁନ୍ଦରଗଡରେ ଦିନକୁ ଦିନ ବଢିବାରେ ଲାଗିଛି ସ୍କ୍ରବ ଟାଇଫସ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ପୁଣି ଆଉ ୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩ କୁ ବୃଦ୍ଧି ପାଇଥିବା ଜିଲ୍ଲା…
Read More...

ସୁନ୍ଦରଗଡରେ୨୫୦କୁ ପହଞ୍ଚିଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା

ସୁନ୍ଦରଗଡ : ରାଜ୍ୟରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ଦିନକୁ ଦିନ ସୁନ୍ଦରଗଡ ଜିଲ୍ଲାରେ ବଢିବାରେ ଲାଗିଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ଜିଲ୍ଲାରେ ୨୫୦କୁ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦର ଗଡରେ ୪୦ ନମୁନା ଟେଷ୍ଟ କରାଯାଇଥିବା…
Read More...

ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୪ ଜଣ ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ । ଏହାରି ମଧ୍ୟରେ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୪  ଜଣ ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ଜିଲ୍ଲାରେ ମୋଟ୍ ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତ ସଂଖ୍ୟା ୨୪୪  କୁ ବୃଦ୍ଧି ହୋଇଛି ।…
Read More...

ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ୨୨୧କୁ ବୃଦ୍ଧି

ସୁନ୍ଦରଗଡ: ଚିନ୍ତା ବଢାଇଲାଣି ସ୍କ୍ରବ ଟାଇଫସ । ବିଶେଷ କରି ସୁନ୍ଦରଗଡରେ ବଢିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ସଂଖ୍ୟା । ପୁଣି ଆଉ ୧୦ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଚିହ୍ନଟ । ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ୨୨୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା…
Read More...

ସୁନ୍ଦରଗଡରେ ୨୧୧ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ

ସୁନ୍ଦରଗଡ: .ରାଜ୍ୟରେ ଚିନ୍ତା ବଢାଇ ଲାଣି ସ୍କ୍ରବ୍ ଟାଇଫସ । ସୁନ୍ଦରଗଡରେ ପୁଣି ୫ନୂଆ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଥିବା କୁହାଯାଉଛି । ଗତକାଲି ୪୨ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ଭିତରୁ ୫ଜଣ ପଜିଟିବ ଚିହ୍ନଟ ହୋଇଥିବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା…
Read More...

ଦିନକରେ ୭ ଜଣ ସ୍କ୍ରବ ଟାଇଫଓ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ବଢିବାରେ ଲାଗିଛି ସ୍କ୍ରବ ଟାଇଫସ । ପୁଣି ଦିନକରେ ୭ ପଜିଟିଭ ।୨୦୦ ପାର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟ । ତେବେ ଗତ କାଲି ୩୭ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୭ଜଣ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଭତ କାଲି ୧୦ ପଗିଟିଭ ଚିହ୍ନଟ ହୋଇଥିବା ବେଳେ ଏହାର ସଂଖ୍ୟା ୨୦୦ରେ…
Read More...

ସୁନ୍ଦରଗଡରେ ବଢୁଛି ସ୍କ୍ରବ ଟାଇଫସ ସଂକ୍ରମଣ: ପୁଣି ୧୦ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ: ସୁନ୍ଦରଗଡରେ ବଢୁଛି ସ୍କ୍ରବ ଟାଇଫସ ସଂକ୍ରମଣ । ପୁଣି ୧୦ ଆକ୍ରାନ୍ତ ଚିହ୍ନଟ ହୋଇ ରୋଗୀଙ୍କ ସଂଖ୍ୟା ୧୯୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୫୯ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୦ ରୋଗୀଙ୍କ ନମୁନା ପଜିଟିଭ ଆସିଛି । ଜିଲ୍ଲାରେ ବର୍ତ୍ତମାନ…
Read More...