ସୁନ୍ଦରଗଡରେ ବଢୁଛି ସ୍କ୍ରବ ଟାଇଫସ ସଂକ୍ରମଣ: ପୁଣି ୧୦ ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ: ସୁନ୍ଦରଗଡରେ ବଢୁଛି ସ୍କ୍ରବ ଟାଇଫସ ସଂକ୍ରମଣ । ପୁଣି ୧୦ ଆକ୍ରାନ୍ତ ଚିହ୍ନଟ ହୋଇ ରୋଗୀଙ୍କ ସଂଖ୍ୟା ୧୯୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୫୯ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୦ ରୋଗୀଙ୍କ ନମୁନା ପଜିଟିଭ ଆସିଛି । ଜିଲ୍ଲାରେ ବର୍ତ୍ତମାନ…
Read More...
Read More...