ଗୋଟାଏ ଦିନ ପାଇଁ ଭଦ୍ରକରେ ସ୍କୁଲ ଛୁଟି
ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ ପାଇଁ ଛୁଟି ଘୋଷଣା କରିଛି। ଜିଲ୍ଲା କଲେକ୍ଟର ଏହି ନିଷ୍ପତ୍ତି ଘୋଷଣା କରି ସମଗ୍ର ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧାକୁ ପ୍ରାଥମିକତା ଦେଇଛନ୍ତି। ଜିଲ୍ଲାର ସମସ୍ତ…
Read More...
Read More...