ଏସସିବିରେ ଜଗାର ହେବ ସ୍ୱାସ୍ଥ୍ୟ ଯାଞ୍ଚ
କଟକ: କଟକ ବଡ଼ମେଡିକାଲରେ ଅଛି ଜଗା। ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ତାକୁ ଅଣାଯାଇଛି। ପ୍ରାୟ ଦେଢ଼ ବର୍ଷ ବ୍ୟବଧାନରେ ଜଗା ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଦିଲ୍ଲୀ ଏମ୍ସରୁ ଜଗାର ଅସ୍ତ୍ରୋପଚାର କରିଥିବା ଡାକ୍ତର ଦୀପକ ଗୁଣ୍ଡାଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଟିମ୍ ଆଜି ଆସିବେ। ୨ ଦିନ…
Read More...
Read More...