ଆସନ୍ତାକାଲି ୪୫ ମିନିଟ୍ ପାଇଁ ବନ୍ଦ ରହିବ SBI UPI ସେବା, ଗ୍ରାହକଙ୍କ ପାଇଁ ଆଲର୍ଟ !
ଯଦି ଆପଣ ଅନଲାଇନ୍ ପେମେଣ୍ଟ ପାଇଁ Google Pay, PhonePe କିମ୍ବା Paytm ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । କାରଣ ଆସନ୍ତାକାଲି ୪୫ ମିନିଟ୍ ପାଇଁ ବନ୍ଦ ରହିବ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର UPI ସେବା । ନଭେମ୍ବର ୧୯ ତାରିଖ ରାତି ୧ଟା ୧୫ ମିନିଟ୍ରୁ ୨ଟା…
Read More...
Read More...