ମାଛ ଧରିବା ହେଲା କାଳ, ସାପୁଆ ନଦୀରେ ଭାସିଗଲେ ଦୁଇ ଭାଇ
ମାଛ ଧରୁ ଧରୁ ଚାଲିଗଲା ଦୁଇ ଭାଇଙ୍କ ଜୀବନ । ଗୁରୁବାର ଦିନ କଟକ ଜିଲ୍ଲାର ଆଠଗଡ଼ ପୋଲିସ ସୀମା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମ ନିକଟରେ ସାପୁଆ ନଦୀରେ ଦୁଇ ଭାଇ ଭାସିଯାଇଛନ୍ତି । ସୂଚନା ଅନୁଯାୟୀ, ମଣ୍ଟୁ ସାମଲ (35) ଏବଂ ପିଣ୍ଟୁ ସାମଲ (25) ନାମକ ଦୁଇ ଭାଇ ମାଛ ଧରିବାକୁ ନଦୀକୁ ଯାଇଥିବା ବେଳେ…
Read More...
Read More...