Browsing Tag

Sanju

ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ

କନ୍ଧମାଳ- ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ରାଜାଡି ଗ୍ରାମରେ ।ଏହି ଗ୍ରାମରୁ ବେଅ।ଇନ ଗଞ୍ଜେଇ ବାହାରକୁ ଚୋରାଚାଲାଣ ହେଉଥିବା ଖବର ଶୁଣି ଗୋଛାପଡା ଥାନାଅଧିକାରୀ ଘଟଣାସ୍ଥଳରେ ପହଁଚି ସେଠାରେ ଚଢାଉ କରିଥିଲେ । ଏହି ସମୟରେ…
Read More...

ଚନ୍ଦନ କାଠ ଚୋରି :୪ଗିରଫ ସହ କାଠ ଓ ବାଇକ ଜବତ

ବାଲିଗୁଡା - ଚନ୍ଦନ କାଠ ଚୋରି କରିବାବେଳେ ଧରାପଡିଲେ ଚୋର ।  କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗାନ୍ଧ୍ରିଗାଁ ପଞ୍ଚାୟତ  ଡକମ୍ବା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁ ଚାରି ଜଣ ଦୁର୍ବୃତ୍ତ କାଟି ନେଇଉଥିବା ବେଳେ ଧରାପଡ଼ିଛନ୍ତି । ସେ ଚାରି ଜଣ…
Read More...

ପୁଣି ୧୦୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଗତ ୨୪ ଘଣ୍ଟାରେ ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧୨୮୬୩୫ ଜଣକୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟରୁ ୬୪ ଜଣ କ୍ୱାରେଣ୍ଟାଇନରୁ…
Read More...

ବିଦ୍ୟୁତ ନେଲା ଯୁବକଙ୍କ ଜୀବନ

ଭୁବନ -ଏଲ ଆଇ ପଏଣ୍ଟରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଭୁବନ ଥାନା ଗୋବିନ୍ଦ ବିଦ୍ୟାଧରପୁର ଗ୍ରାମର ପବିତ୍ର ମଲ୍ଲିକ । ସେ ଆଜି ସକାଳେ ଶୌଚ ପାଇଁ ରାମିଆଳ ନଦୀକୁ ଯାଇଥିବା ବେଳେ ତାଙ୍କ ଦେହରେ ଏଲ ଆଇ ପଏଣ୍ଟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ…
Read More...

କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ)- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୁଣୁପୁର ଗାଁ ରେ ଇଟାଭାଟି ରେ କାମ କରୁଥିବା ଅବସ୍ଥାରେ ଶ୍ରମିକଙ୍କ ମୃତ୍ୟୁ। ମୃତ ଶ୍ରମିକ ହେଉଛନ୍ତି, ଛତିଶଗଡର ମନୋହରଣ ସାହୁ। ଏଠାରେ ଦୀର୍ଘଦିନରୁ ଇଟାଭାଟିରେ କାମ କରି ମନୋହରଣ ନିଜ ପରିବାରର ପ୍ରତିପୋଷଣ କରୁଥିଲେ।…
Read More...

ବିସ୍ପୋରଣରେ ପ୍ରାଣ ହରାଇଲେ ୟୁକ୍ରେନର ମାର୍ଶାଲ ଆର୍ଟ  ଚାମ୍ପିଅନ୍  

ବ୍ୟୁରୋ- ଋଷ ସେନା ଆକ୍ରମଣରେ ଜୀବନ ଗଲା ୟୁକ୍ରେନର ନ୍ୟାସନାଲ ମାର୍ଶାଲ ଆର୍ଟ ଚମ୍ପିଅନ୍  । ଆଜକୁ ୧୩ ଦିନ ହେବ ଋଷ- ୟୁକ୍ରେନ ମଧ୍ୟରେ  ଜୋରଦାର ଘମାଘୋଟ ଲଢେଇ ଚାଲିଛି  । କିବ୍ , ଖାରକିବ୍ , ଚାର୍ଣ୍ଣିବିଲ ପରି ସହରକୁ ଧ୍ୱସ୍ତ ବିଧ୍ୱଂସ୍ତ କରିବା ପରେ  ବର୍ତ୍ତମାନ ସୁମି ସହରକୁ ଛାରଖାର…
Read More...

ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ

ଭୁବନେଶ୍ୱର- ଗଜରାଜ ପାଇଁ ନନ୍ଦନକାନନ ବନ୍ଦ । ୨ଟି ଜଙ୍ଗଲୀ ହାତୀ ନନ୍ଦନକାନନରେ ପଶିଛନ୍ତି । ତେଣୁ ପର୍ଯ୍ୟଟକଙ୍କ ପାଇଁ ହାତୀ ସାଜିପାରନ୍ତି ବିପଦ । ଲୋକଙ୍କ ବୁଲାବୁଲି ଜାଗାରେ ଗଜରାଜ ପଶିଥିବାରୁ ସୁରକ୍ଷା ପାଇଁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରହିବ ନନ୍ଦନକାନନ । ଯେପର୍ୟ୍ୟନ୍ତ ବଣୁଆ…
Read More...

ଭିଜିଲାନ୍ସ ପଞ୍ଝାରେ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୁତ ସମ୍ତତ୍ତି ଠୁଳ ଅଭୀଯୋଗରେ ବ୍ରହ୍ମପୁର ବିଦ୍ୟୁତ ବିଭାଗର କାର୍ଯ୍ୟର୍ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କର ନିଜ ବାସଭଭବନ ସମେତ ଛତ୍ରପୁର ଓ ଭୁବନେଶଯବରର…
Read More...

ୟୁକ୍ରେନରୁ ଫେରିଲେ ଆଉ ୪୮ ଛାତ୍ରଛାତ୍ରୀ

ଭୁବନେଶ୍ୱର- ଋଷ- ୟୁକ୍ରେନ ମଧ୍ୟରେ ଚାଲିଛି ଜୋରଦାର ଲଢେଇ । ଏହାରି ଭିତରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ଫସିରହିଛନ୍ତି ।ତତ୍ ମଧ୍ୟରେ ୟୁକ୍ରେନରୁ ଆଉ ୪୮ ଓଡିଆ ଛାତ୍ରଛାତ୍ରୀ ଫେରିଛନ୍ତି । ଗତକାଲି ରାତିରେ ସମସ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ପରିବାର ବର୍ଗକୁ ଦେଖି…
Read More...

ପ୍ରେମିକର ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ

ନବରଙ୍ଗପୁର ( ଟୁକୁନା ଖରା)- ପ୍ରେମ ପାଇଁ କିଏ ଜୀବନ ହାରୁଛି ତ କିଏ ମାଡ ଖାଉଛି । କିନ୍ତୁ ଏଘଟଣା କିଛି ଅଲଗା ପ୍ରକାର । ଅଲଗା ପ୍ରକାରର ଆମେ ଏଥି ପାଇଁ କହୁଛୁ ଏଠି ପ୍ରେମ ପାଇଁ ପ୍ରେମିକଟି ଖାଇଛି ଚେଙ୍କା । କାହିିଁକି ନା ଏ ଚେଙ୍କ ଲାଗିଛି ପ୍ରେମିକର ଗୁପ୍ତାଙ୍ଗରେ । ଏଭଳି ଏମିତି କିଛି…
Read More...