Browsing Tag

Sandhyarani panda

ଟସ୍ ଜିତିଲା ପାକିସ୍ତାନ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ

ସିଡ୍ନୀ : ଟ୍ୱି-୨୦ର ବିଶ୍ୱକପ ସେମି ଫାଇନାଲରେ ମୁହାଁମୁହିଁ ନ୍ୟୁଜଲ୍ୟାଣ୍ଡ ଓ ପାକିସ୍ତାନ । ସିଡ୍ନୀରେ ଖେଳା ଯାଉଥିବା ଏହି ନକଆଉଟ ଲଢ଼େଇରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ବାବର ଆଜମଙ୍କ ପାକିସ୍ତାନ ପ୍ରଥମେ ବୋଲିଂ…
Read More...

ପାଣିରେ ଭାସୁଛି ଅଜଣା ଶବ

ବଲାଙ୍ଗୀର / (ଜଗନ୍ନାଥ ଧରୁଆ ) : କେନାଲରେ ଭାସୁଛି ଅଜଣା ଶବ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ବେଲପଡା ଥାନା ମଟରସୋରୁମ ପଛ ପୁରୁଣାବନ୍ଧ ପାଣିରେ । ମୃତ ଯୁବକ ଜଣକ ହେଉଛନ୍ତି ଖଲିପଥର ଗାଁ ର ଖିରସିନ୍ଧୁ ବାଗ । ଖବର ଅନୂଯାୟୀ ଖିରସିନ୍ଧୁ ଘରେ କେହି ନଥିବା ବେଳେ ସେ ଏକ ବାହାଘର…
Read More...

ପଦ୍ମପୁର ଉପନିର୍ବାଚନକୁ ନେଇ ସୁଶାନ୍ତ ସିଂଙ୍କୁ ଦାୟିତ୍ୱ ଦେଲା ବିଜେଡି

ବରଗଡ଼: ପଦ୍ମପୁର ଉପନର୍ବାଚନ ଉପରେ ଏବେ ସଭିଙ୍କ ନଜର । ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଏବେ ଅଣ୍ଟା ଭିଡିଲେଣି ସମସ୍ତ ଦଳ । ଧାମନଗରେ ବିଜେପିର ବୀଜୟ ପରେ ପଦ୍ମପୁର ଉପ ନିର୍ବାଚନରେ ମଧ୍ୟ ବିଜୟୀ ହେବ ବୋଲି ଆଶା ରଖିଛି ।…
Read More...

ଆଉ ଭାରତ ଉପରେ କଟକଣା ଲଗାଇବ ନାହିଁ ଆମେରିକା !

ଓ୍ବାସିଂଟନ : ଆମେରିକା ଓ ପାଶ୍ଚାତ୍ୟ ଦେଶଙ୍କ ମତାନ୍ତର ଭିତରେ ରୁଷରୁ ଭାରତ ତେଲ କିଣିବା ଜାରି ରଖିଛନ୍ତି । ଗତ ଅକ୍ଟାବରରେ ରୁଷ ଭାରତର ନଂ ୧ ତୈଳ ରପ୍ତାନିକାରୀରେ ପରିଣତ ହୋଇଛି । ଏହା ସତ୍ତ୍ବେ ଭାରତ ବିରୋଧରେ କୌଣସି କଟକଣା ଲଗାଯିବ ନାହିଁ ବୋଲି ଆମେରିକା କହିଛି । ଆମେରିକା ପରରାଷ୍ଟ୍ର…
Read More...

ଟଙ୍କାର ପାହାଡ ମିଳିଲା ଦୁଇ ବିଧାୟକଙ୍କ ଘରୁ !

ରାଞ୍ଚି: ଆୟକର ବିଭାଗ ପକ୍ଷରୁ ଝାଡଖଣ୍ଡର ଦୁଇ କଂଗ୍ରେସ ବିଧାୟକ ଏବଂ ସେମାନଙ୍କ ସହଯୋଗୀଙ୍କ ସମେତ କିଛି ବ୍ୟବସାୟୀଙ୍କ ଘରେ ଆଜି ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଆୟକର ବିଭାଗ ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେନାମୀ କାରବାର ଏବଂ ପୁଞ୍ଜି ବିନିଯୋଗ ବାବଦରେ ଜାଣିବାକୁ ପାଇଛି ।…
Read More...

ବାଲିଯାତ୍ରାକୁ ନେଇ ପ୍ରଶାସନର ପ୍ରସ୍ତୁତି

କଟକ: (ଦିପକ ଆଚାର୍ଯ୍ୟ) ଆରମ୍ଭ ହୋଇଛି କଟକର ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା । ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାଲିଯାତ୍ରାରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ପାଇଁ ୫୦ ପ୍ଲାଟୁନ ପୋଲିସ, ୮ଟି ସ୍ଥାନରେ ଗାଡି ପାର୍କିଂର ବ୍ୟବସ୍ତା ସାଙ୍ଗକୁ ,…
Read More...

ନିର୍ବାଚନ ମଣ୍ଡଳୀରେ ପରିଚାଳନା ଦାୟିତ୍ଵ ନେଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ବିଜେଡି ପରାଜୟ ପରେ ଅଧିକ ସତର୍କ ହୋଇଥିବା ଜଣାପଡିଛି । ଦଳ ଏଥର ପଦ୍ମପୁର ଉପନିର୍ବାଚନରେ କିଭଳି ବିଜୟ ଲାଭ କରିବ, ସେଥିଲାଗି ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଖବର ଅନୁଯାୟୀ, ବିଜେଡି ପଦ୍ମପୁର ପାଇଁ ନେତାମାନଙ୍କୁ ଦାୟିତ୍ବ ବଣ୍ଟନ କରିଛି ।…
Read More...

୨ ଦିନିଆ ହିମାଚଳ ଗସ୍ତରେ ଖଡଗେ

ସିମିଲା : ଉଠୁଛି ପଡୁଛି ହିମାଚଳ ପ୍ରଦେଶ ନିର୍ବାଚନ ମଇଦାନ । ସେଥିଲାଗି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ୨ ଦିନିଆ ହିମାଚଳ ଗସ୍ତରେ ଯିବେ । ରାଜ୍ୟର ପ୍ରମୁଖ ସ୍ଥାନର ନିର୍ବାଚନୀ ରାଲିରେ ଯୋଗଦେବା ସହ କରିବେ କ୍ୟାମ୍ପେନ । ବିଜେପି ସରକାରଙ୍କୁ ଟାର୍ଗେଟ କରି ଖଡଗେ ଦେବେ ବଜ୍ର ଆହ୍ୱାନ…
Read More...

ଚନ୍ଦ୍ରଗ୍ରହଣର ସର୍ବମୋକ୍ଷ ୬ଟା ୧୮ ମିନିଟରେ

ଭୁବନେଶ୍ୱର : ଚଳିତ ବର୍ଷର ଆଜି ଶେଷ ଚନ୍ଦ୍ରଗ୍ରହଣ । ସେଥିଲାଗି ଆଜି ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ । ହିମ୍ଭଗ୍ରହଣ ସନ୍ଧ୍ୟା ୫ଟା ୫ ମିନିଟ ୫୯ ସେକେଣ୍ଡ ଠାରୁ ୬ଟା ୧୮ ମିନିଟ୍ ୪୭ ସେକେଣ୍ଡ ଯାଏଁ…
Read More...

୩ ଜଣଙ୍କୁ ମିଳିଲା ନ୍ୟାସନାଲ ଫ୍ଲୋରେନ୍ସ ନାଇଟିଙ୍ଗଲେ ପୁରସ୍କାର

ନୂଆଦିଲ୍ଲୀ: ସୋମବାର ଦିନ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ୨୦୨୧ ପାଇଁ ନ୍ୟାସନାଲ ଫ୍ଲୋରେନ୍ସ ନାଇଟିଙ୍ଗଲେ ପୁରସ୍କାର ପ୍ରଦାନ କରାଯାଇଥିବା ୫୧ ନର୍ସିଂ ପ୍ରଫେସନାଲଙ୍କ ମଧ୍ୟରେ ଓଡିଶାର ତିନିଜଣ । ଦାମୟନ୍ତୀ ରାଉତ, ଖୁଲାନା ବାରିକ ଏବଂ ସିବାନୀ ଦାସ ଅଛନ୍ତି ।…
Read More...