Browsing Tag

Sandhyarani panda

ଇଡିକୁ ଅଦାଲତର ପ୍ରଶ୍ନ : ଜ୍ୟାକଲିନଙ୍କୁ କାହିଁକି ଗିରଫ କଲନି

ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମାମଲାରେ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ପ୍ରକ୍ରିୟା ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି…
Read More...

କ୍ୟାମେରା ଆଗରେ ଶିବଙ୍କ ଗଳା ଧରିଲେ ଅର୍ଚ୍ଚନା : ବିଗ୍ ବସ୍

ମୁମ୍ବାଇ: ସବୁବେଳେ ଚର୍ଚ୍ଚାରେ ବିଗ୍ ପରଦାର ରିଆଲିଟ ଶୋ,ବିଗ୍ ବସ୍ । ବିଗ୍ ବସ୍-୧୬ରେ ଘର ଭିତରେ ଜାରି ରହିଛି ହଙ୍ଗମା । ଏଠି ପ୍ରତିଯୋଗୀ ପରସ୍ପର ସହ ଝଗଡା ଲାଗିବା ନୂଆ କଥା ନୁହେଁ। କିନ୍ତୁ ଚଳିତ ସିଜନରେ ସୀମା ଟପିଛି ପ୍ରତିଯୋଗୀଙ୍କ ଫାଇଟ୍। ସାଉଥର ସନ୍ନି ଲିଓନି କୁହାଯାଉଥିବା…
Read More...

ବିଧାନସଭା ନିର୍ବାଚନ ପାଇଁ ଜାଡେଜାଙ୍କ ପତ୍ନୀଙ୍କୁ ଟିକେଟ ଦେଇଛି ବିଜେପି

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଗଣା ହେଉଛି ଦିନ । ଏହାରି ଭିତରେ ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର‌୍ୟ୍ୟାୟରେ ୧୬୦ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ବିଜେପି ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ…
Read More...

ଜମୁଛି ପାରାଦୀପ କଳିଙ୍ଗ ବାଲିଯାତ୍ରା

ପାରାଦୀପ : (ପ୍ରଶାନ୍ତ କୁମାର ସ୍ଵାଇଁ) ଜମୁଛି ପାରାଦୀପ କଳିଙ୍ଗ ବାଲିଯାତ୍ରା । ବିଜୁ ମୈଦାନ ରେ ଅନୁଷ୍ଠିତ ହେଉଥିବା ଏହି କଳିଙ୍ଗ ବାଲିଯାତ୍ରା ଆସନ୍ତା ୧୪ ତାରିଖ ପର‌୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରତିଦିନ ଲାଗିଗଲାଣି ଗହଳି ଚହଳି । ପାରାଦୀପ କେନ୍ଦ୍ରାପଡା ସହ ଅନେକ ଦୂରଦୂରାନ୍ତରୁ…
Read More...

ବୋଇତ ବନ୍ଦାଣ ଉତ୍ସବ ପାଳନ

କେନ୍ଦୁଝର : ଘଷିପୁରା ବ୍ଲକ ଅନ୍ତର୍ଗତ ମଦନପୁର ପଞ୍ଚାୟତ ବାଂମ୍ଫିଡି ଶାସନରେ ପ୍ରଥମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ଯୁବକ ମାନଙ୍କ ଦ୍ୱାରା ଆୟୋଜନ କରାଯାଇ ସକାଳୁ ପୁଷ୍କରିଣୀରେ ମହିଳା ଓ ପୁରୁଷ ମାନେ ଭୋରୁଭୋରୁ ସାନ୍ନକରି ଡଙ୍ଗା ଭସାଇଛନ୍ତି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବାଂମ୍ଫିଡି…
Read More...

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଖୋର୍ଦ୍ଧା /( ଚାଣକ୍ୟ ମିଶ୍ର ) : ବାଣପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆଜି ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଏକ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସମାଜରେ ଏପରି ଅନେକ ଭିନ୍ନକ୍ଷମ ଅଛନ୍ତି, ଯେଉଁମାନେ…
Read More...

ଶନିବାର ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେ । ଏବଂ ୧୨ ତାରିଖରେ ଆନ୍ଧପ୍ରଦେଶ ଓ ତେଲେଙ୍ଗାନା ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଖବର ଅନୁଯାୟୀ ୧୧ ତାରିଖ ସକାଳ ୯.୪୫ ରେ…
Read More...

ମେଟା : ୧୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯିବ

ନୂଆଦିଲ୍ଲୀ : ଟେକ୍ନୋଲୋଜୀ କମ୍ପାନିମାନଙ୍କ ଉପରେ ବିଶ୍ବରେ ମାନ୍ଦାବସ୍ଥାର ପ୍ରଭାବ ପଡ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ବ ପ୍ରମୁଖ ଟେକ୍ନୋଲୋଜୀ କମ୍ପାନିମାନେ ଛଟେଇ କରିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆ କମ୍ପାନି ଟ୍ବିଟର ପକ୍ଷରୁ ହଜାର ହଜାର କର୍ମଚାରୀଙ୍କୁ ଛଟେଇ…
Read More...

ମହିଳା ପୋଲିସଙ୍କ ଘରୁ ମିଳିଳା ଡ୍ରଗ୍ସ, ଗଞ୍ଜେଇ ସମେତ ଅନେକ ନିଶାଦ୍ରବ୍ୟ

ନୂଆଦିଲ୍ଲୀ: ନିଜ ରୂପକୁ ନେଇ ଚର୍ଚ୍ଚାରେ ଥିବା ମହିଳା ପୋଲିସଙ୍କ ଘରୁ ମିଳିଳା ଡ୍ରଗ୍ସ, ଗଞ୍ଜେଇ ସମେତ ଅନେକ ନିଶାଦ୍ରବ୍ୟ । ଏହି ଘଟଣା ସାମ୍ନାକୁ ଆସିବା ପରେ ନିଜର ସୌନ୍ଦର‌୍ୟ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ଏହି ଘଟଣା…
Read More...

‘ମନି ଲଣ୍ଡରିଙ୍ଗ୍’ ମାମଲାରେ ସଞ୍ଜୟ ରାଉତଙ୍କୁ ଜାମିନ

ମୁମ୍ବାଇ: ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ । ପତ୍ରା ଚଅଲ୍ ପୁନର୍ବିକାଶ ପ୍ରକଳ୍ପ ସହିତ ସଂଶ୍ଳିଷ୍ଟ ଥିବା ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜାମିନ ମଞ୍ଜୁର ହୋଇଛି । କିଛି ମାସ ପୂର୍ବେ ୧.୦୩୪ କୋଟି…
Read More...