Browsing Tag

sand art

ଶ୍ରାବଣ ସୋମବାର ଉପଲକ୍ଷେ ବାଲୁକାକଳାରେ ଶିବଭକ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ

ପୁରୀ:- ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର। ବିଭିନ୍ନ ଶୈବପୀଠରେ ଲାଗିଛି କାଉଡିଆ ଭକ୍ତଙ୍କ ଗହଳି । ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଏକ ଅତ୍ୟନ୍ତ ପବିତ୍ର ମାସ ଭାବରେ ବିବେଚନା କରାଯାଏ । ଏହି ମାସ ଭଗବାନ ମହାଦେବଙ୍କୁ ସମର୍ପିତ । କୁହାଯାଏ ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟ…
Read More...

ସତର୍କ ରହିବା ଏବଂ ଦୁର୍ଘଟଣା ରୋକିବା ପାଇଁ ବାଲୁକା କୃତି ଜରୀଆରେ ସଚେତନତା ବାର୍ତ୍ତା

ପୁରୀ-: ଜୁନ ୩ ତାରିଖକୁ ଜିରୋ ଆକ୍ସିଡେଣ୍ଟ ଦିବସ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ସହିତ ମିଶି ପୁରୀ ବେଳାଭୂମିରେ ଏକ ବାଲୁକା କୃତି ଜରୀଆରେ" No mistake, No loss Aim for Zero " ସଚେତନତା ବାର୍ତ୍ତା…
Read More...

ବାଙ୍ଗଲାଦେଶରେ ଚାଲିଥିବା ସାଂପ୍ରଦାୟିକ ହିଂସାକାଣ୍ଡକୁ ନେଇ ବାଲୁକାକଳା

ପୁରୀ / ସଞ୍ଜୟ ମହାପାତ୍ର : ବାଙ୍ଗଲାଦେଶରେ ଚାଲିଥିବା ସାଂପ୍ରଦାୟିକ ହିଂସାକାଣ୍ଡକୁ ନେଇ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ଏକ ବାଲୁକାକଳା। ଏଥିରେ ସାଂପ୍ରଦାୟିକ ହିଂସାକାଣ୍ଡରୁ ଦୁରେଇ ରହିବା  ସହ ଧାର୍ମୀକ ଆକ୍ରମଣ ବନ୍ଧ କରିବାକୁ ବାଲୁକାକୃତି ଜରୀଆରେ ଆହ୍ୱାନ ଦେଇଛନ୍ତି।…
Read More...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅବସରରେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା

ପୁରୀ / ସଞ୍ଜୟ  ମହାପାତ୍ର : ଆଜିଠାରୁ ଦେଶର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ଉପଲକ୍ଷେ ପୁରୀ ସ୍ୱର୍ଣ୍ନାଭ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରି ସେଥିରେ ସଚେତନତାର ଵାର୍ତ୍ତା ଦେଇଛନ୍ତି।…
Read More...

ବାଲୁକା କଳାରେ ବିଶ୍ୱ ରେଡିଓ ଦିବସର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ /ସଞ୍ଜୟ ମହାପାତ୍ର : ଫେବୃଆରୀ ୧୩ କୁ ବିଶ୍ୱ ରେଡ଼ିଓ ଦିବସ ଭାବେ ପାଳନ କରାଯାଏ। ୟୁନେସ୍କୋ ପକ୍ଷରୁ ଏହି ଦିବସ ଘୋଷଣା ପରେ ସାରା ବିଶ୍ୱରେ ୱାର୍ଲଡ଼ ରେଡ଼ିଓ ଡେ ଭାବେ ପାଳନ କରାଯାଉଛି। ବିଶେଷ କରି ରେଡିଓ ର ଇତିହାସ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏହି ଦିବସ ପାଳନ…
Read More...

ବିଶ୍ୱ ତମାଖୁ ବର୍ଜନ ଦିବସରେ ବାଲୁକା କଳା ମଧ୍ୟମରେ ସୁଦର୍ଶନ ପଟ୍ଟନାୟକଙ୍କ ସଚେତନତା ବାର୍ତ୍ତା

ପୁରୀ/ଜୟନ୍ତ କୁମାର ସେଠି: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ଏହି ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ଏକ ସୁନ୍ଦର ବାଲୁକାକୃତି କରି ସଚେତନତାର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ବାଲୁକାକଳାରେ ତମାଖୁ ସେବନ…
Read More...

ବାଲୁକା ଚିତ୍ର କଳା ମାଧ୍ୟମରେ ଭାରତ ଟିମକୁ ଶୁଭେଚ୍ଛା

ICC ଟେଷ୍ଟ ରାଙ୍କିଙ୍ଗ ରେ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନ ଅଧିକାର କରିଚି । ICC ପକ୍ଷରୁ ଟେଷ୍ଟ ରାଙ୍କିଙ୍ଗ ପ୍ରକାଶ ପାଇଛି। ପ୍ରଥମ ସ୍ଥାନ ରେ ଥିବା ଅଷ୍ଟ୍ରେଲିଆ କୁ ପଦଚ୍ୟୁତ କରିଚି ଟିମ୍ ଇଣ୍ଡିଆ। ଏହାକୁ ନେଇ କ୍ରିକେଟ ପ୍ରେମୀ ଙ୍କ ମଧ୍ୟ ରେ ଖୁସିର ଲହରୀ ଖେଳି ଯାଇଛି। ସେପଟେ ଏହି ଅବସର…
Read More...

ବୁଦ୍ଧ ପୂର୍ଣ୍ଣିମାରେ ବାଲୁକା କଳାରେ ଚମକିଲା ପୁରୀ ବେଳାଭୂମି

ପୁରୀ: ପବିତ୍ର ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଏହି ଦିବସରେ ଭଗବାନ ଗୌତମ ବୁଦ୍ଧ ଜନ୍ମ ଗ୍ରହଣ କରିଥିଲେ । ଏହି ଭଗବାନ ବୁଦ୍ଧ ଅସୀମ ଜ୍ଞାନ ପ୍ରାପ୍ତି ସହ ନିର୍ବାଣ ପ୍ରାପ୍ତି ମଧ୍ୟ କରିଥିଲେ। ଏଣୁ ଏହି ଦିବସକୁ ବୌଦ୍ଧ ଧର୍ମାବଲମ୍ବୀ ମାନେ ପୂଜାର୍ଚ୍ଚନା…
Read More...

ଆରମ୍ଭ ହେଲା ପବିତ୍ର ରମଜାନ ମାସ: ବାଲୁକା ଚିତ୍ରକଳା ମାଧ୍ୟମରେ ରମଜାନର ଶୁଭେଚ୍ଛା

ପୁରୀ: ଆରମ୍ଭ ହୋଇଛି ପବିତ୍ର ରମଜାନ ମାସ । ତେବେ ଏହି ଅବସର ରେ ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ରକଳା ମାଧ୍ୟମରେ ମୁସଲମାନ ଭାଇ ଭଉଣୀଙ୍କୁ ପବିତ୍ର ରମଜାନ ମାସର ଶୁଭେଚ୍ଛା ଦେଇଛନ୍ତି। ପୁରୀ ବେଳାଭୂମିରେ ଏହି ସୁନ୍ଦର ବାଲୁକା ଚିତ୍ରକଳାଟି ସୁଦର୍ଶନ…
Read More...