Browsing Tag

Sanakhemundi

ସ୍ଥିତି ପରଖିଲେ ବିଧାୟକ

ଅନିୟମିତ ମୌସୁମି ବର୍ଷା ଓ ଜଳ ସେଚନର ଅଭାବ ଫଳରେ ଗଂଜାମ ଜିଲ୍ଲାର ବିଭିନ୍ନ ବ୍ଲକର ହେକ୍ଟର ହେକ୍ଟର ଚାଷଜମି ପଡିଆ ପଡିଛି ।ଧାନ ଫସଲ ଅଧିକ ଜଳ ଆବଶ୍ୟକ କରୁଥିବା ସମୟରେ ,ଜଳର ଅଭାବରେ ଧାନଗଛ ନଷ୍ଟ କରିଦେଇଛି ।ଦୁଇଦିନ ହେବ କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କିଶାନ ସେଲ୍ ସଭାପତି…
Read More...

ପିଟି ପିଟି ମାରିଦେଲେ ଝିଅକୁ ବାପା ଓ ସାବତ ମାଆ

ସାନଖେମୁଣ୍ଡି: ପାରିବାରିକ କଳହରେ ବଳି ପଡିଗଲା କଅଁଳା ଶିଶୁ କନ୍ୟା । ଏ ଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିରେ । ୬ ବର୍ଷର ଶିଶୁ କନ୍ୟାକୁ କାଠ ଫାଳିଆରେ ମାରି ହତ୍ୟା କଲା ସବତ ମାଆ ଓ ବାପା । କଥାରେ ଅଛି ମାଆ ମଲା ପରେ ବାପା ଦ୍ୱିତୀୟ…
Read More...

ପୂର୍ବତନ ବିଧାୟକ ଉଦୟନାରାୟଣ ଦେବଙ୍କ ପରଲୋକ

ସାନଖେମୁଣ୍ଡି: ପୂର୍ବତନ ବିଧାୟକ ଉଦୟନାରାୟଣ ଦେବଙ୍କ ପରଲୋକ । ବୁଧବାର ବିଳମ୍ବିତ ରାତିରେ ଉଦୟନାରାୟଣଙ୍କର ପରଲୋକ ହୋଇଛି । ଉଦୟନାରାୟଣଙ୍କ ବିୟୋଗ ଖବର ଶୁଣି ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଉଦୟନାରାୟଣ ମୋହନା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।…
Read More...

ନିର୍ବାଚନ ପାଇଁ ପୋଲିସର ସଚେତନ

ସାନଖେମୁଣ୍ଡି: ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ଅବାଧରେ ସମ୍ପନ୍ନ କରିବା ପାଇଁ ପୋଲିସ ଓ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗାଁ ରାଜନୀତି ସରଗରମ ହେବା ସହ ପଂଚାୟତ ନିର୍ବାଚନରେ ସମ୍ଭାବ୍ୟ ବିଶୃଙ୍ଖଳା ପ୍ରତି କଡ଼ା ନଜର ରଖିଛି ପୋଲିସ । ମୁକ୍ତ ଏବଂ ଅବାଧ ନିର୍ବାଚନ…
Read More...