ନିର୍ଘଣ୍ଟ ହୋଇଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପାଇଁ ଶୁଭ ଲଗ୍ନ
ସମ୍ବଲପୁର: ନିର୍ଘଣ୍ଟ ହୋଇଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପାଇଁ ଶୁଭ ଲଗ୍ନ । ଆସନ୍ତା ୮ ତାରିଖ ଭାଦ୍ରଵ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସମୟ ସକାଳ ୯ଟା ୧୨ ମିନିଟରୁ ୯ଟା ୨୭ ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀଙ୍କ ନିକଟ ରେ ନବାନ୍ନ ଲାଗି ହେବ ।…
Read More...
Read More...