Browsing Tag

Salepur

ଆଇ ଆଇ ସି ଶ୍ରୀଯୁକ୍ତ ମନୋଜ କୁମାର ସ୍ୱାଇଁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସାଲେପୁର/ତାରାକାନ୍ତ ନାୟକ: କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ସାଲେପୁର ଆଦର୍ଶ ଥାନା ରେ ନୂତନ ଭାବେ ଆଇ ଆଇ ସି ଶ୍ରୀଯୁକ୍ତ ମନୋଜ କୁମାର ସ୍ୱାଇଁ ଯୋଗ ଦେଇଛନ୍ତି। ତେବେ ପୋଲିସ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବାର ଜଣାପଡିଛି । ପୂର୍ବରୁ ସୁନାମଧନ୍ୟ ଅର୍ଜନ କରିଥିବା…
Read More...

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ କାର ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ

ସାଲେପୁର/ଜ୍ୟୋସ୍ନା ରାଣୀ ସିଂ: ଗତକାଲି ବିଳମ୍ବିତ ରାତିରେ ଇଣ୍ଡିକା କାରରେ ଦୁଇଜଣ ଘରକୁ ଫେରୁଥିବାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ମୃତକ ହେଲେ ସାଲେପୁର ଥାନା ହୀରାପୁର ଗ୍ରାମର ଆକାଶ ଦେହୁରୀ ଆହତ ହେଲେ ମୋହନ…
Read More...

ସାଲେପୁର ଖେଳପଡିଆରେ ପତଞ୍ଜଳି ଯୋଗ ପରିବାର ପକ୍ଷରୁ ଯୋଗଶିବିର

ସାଲେପୁର / ତାରାକାନ୍ତ ନାୟକ : ଆଜି ବିଶ୍ୱ ଯୋଗ ଦିବସ ଅବସରରେ ସାଲେପୁର ପତଞ୍ଜଳି ଯୋଗ ପରିବାର ପକ୍ଷରୁ ସାଲେପୁର ହାଇସ୍କୁଲ ଖେଳପଡିଆ ଠାରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଉଛି । ଏହି ଯୋଗ ଶିବିର ରେ ସାଲେପୁର ଏବଂ ଆଖ ପାଖ ଅଞ୍ଚଳରୁ ପ୍ରାୟ ସତାଧିକ ପୁରୁଷ, ମହିଳା, ଯୁବକ, ଯୁବତୀ, ମାନେ…
Read More...

ସାଲେପୁରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମ୍ବର୍ଦ୍ଧନା

ସାଲେପୁର/ ତାରାକାନ୍ତ ନାୟକ : ପବିତ୍ର ରାମନବମୀ ଅବସରରେ ଆଜି ବଜରଙ୍ଗ ଦଳ ପକ୍ଷରୁ ସାଲେପୁର ବଜାରରେ ଠାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ବଜରଙ୍ଗ ଦଳ ପକ୍ଷରୁ ବହୁ ରାମଭକ୍ତ ଏକତ୍ରିତ ହୋଇ ପ୍ରଭୂ ଶ୍ରୀରାମଙ୍କ ଜନ୍ମ ଉତ୍ସବକୁ ବେସ ଧୁମ୍ ଧାମରେ ପାଳନ କରିବା…
Read More...

ଅଧ୍ୟାପିକା ନଳିନୀ ବେହେରାଙ୍କ କବିତା ସଙ୍କଳନ ‘ଅତୁଠରେ ଗାଧୋଉଥିବା ଝିଅ ‘ ଉନ୍ମୋଚିତ

ସାଲେପୁର / ତାରାକାନ୍ତ ନାୟକ: ସମ୍ବାଦ ସାହିତ୍ୟ ଘର ସାଲେପୁର ଶାଖାର ଉପଦେଷ୍ଟା ତଥା ବହୁଗ୍ରାମ ଡିଗ୍ରୀ କଲେଜ ଓଡ଼ିଆ ବିଭାଗର ଅଧ୍ୟାପକ ଡକ୍ଟର ନଳିନୀ ବେହେରାଙ୍କ ଚତୁର୍ଥ କବିତା ସଙ୍କଳନ ଅତୁଠରେ ଗାଧୋଉଥିବା ଝିଅ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କଟକ ଶତାବ୍ଦୀ ଭବନରେ ଆୟୋଜିତ…
Read More...

ଭଡା ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ସାଲେପୁର/ ତାରାକାନ୍ତ ନୟକ: ଭଡା ଘରୁ ଉଦ୍ଧାର ହେଲା ମହିଳାଙ୍କ ମୃତ ଦେହ । କଟକ ଜିଲ୍ଲା ସାଲେପୁର ସହର କଲେଜ ରୋଡରେ ଏକ ଭଡା ଘରେ ରାଧାଶ୍ୟାମଙ୍କ ପତ୍ନୀ କୌଣସି କାରଣରୁ ବେକରେ ଧୋତି ଲଗାଇ ଆତ୍ମହତ୍ୟ କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସାଲେପୁର ଗୋଷ୍ଠି…
Read More...

ବିଦ୍ୟୁତ୍ କାର୍ୟ୍ୟାଳୟ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା

ସାଲେପୁର / ତାରାକାନ୍ତ ନାୟକ : ବିଦ୍ୟୁତ୍ ସବ ଡିଭିଜନ କାର୍ୟ୍ୟାଳୟ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା । କଟକ ଜିଲ୍ଲା ସାଲେପୁର ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘ ପକ୍ଷରୁ ଆଜି ସାଲେପୁର ବିଦ୍ୟୁତ୍ ଡିଭିଜନ ଅଧୀନରେ କାର୍ୟ୍ୟରତ ଠିକା କର୍ମଚାରୀମାନେ ୯ ଦଫା ସମ୍ବଳିତ ଦାବିକୁ ନେଇ…
Read More...

ଶ୍ରୀ ଶ୍ରୀ ମଞ୍ଚେଶ୍ଵର ମହାଦେବଙ୍କ ମେଳଣ, ଯୋଗ ଦେଲେ ୨୭ ଗୋଟି ବିଭାନ

ସାଲେପୁର : କଟକ ଜିଲ୍ଲା ସାଲେପୁର ଅଞ୍ଚଳ ରେ ଦୋଳ ଉତ୍ସବ ଶାନ୍ତି ଶୃଙ୍ଖଳା ର ସମ୍ପନ୍ନ ହୋଇଛି। ଏହି ଅବସରରେ ପ୍ରସିଦ୍ଧ ଚାଟେଶ୍ୱର ମେଳଣ, ପୁରୁଷୋତ୍ତମପୁର ଦାଣ୍ଡ ମେଳଣ, ମନୋହର ପୁର ମେଳଣ ସମେତ ଅଞ୍ଚଳର ବହୁ ସ୍ଥାନରେ ବିମାନ ମେଳଣ ଉତ୍ସବରେ ଶ୍ରଦ୍ଧାଳୁ ଓ ଜନ ସାଧାରଣଙ୍କ ଭିଡ ପରିଲକ୍ଷିତ…
Read More...

ସାଲେପୁର ଆଦର୍ଶ ଥାନା ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ସାଲେପୁର/ ତାରାକାନ୍ତ ନାୟକ : କଟକ ଜିଲ୍ଲା ସାଲେପୁର ସହରରେ ମୁନ୍ସୀ ମେଳଣ ଉପଲକ୍ଷେ ସାଲେପୁର ଆଦର୍ଶ ଥାନା ପକ୍ଷରୁ ମେଳଣର ୯୭ ତମ ବାର୍ଷିକ ଉତ୍ସବ ସହ ପ୍ରଥମ କରି ସମ୍ବର୍ଦ୍ଧନାକାର୍ଯ୍ୟକ୍ରମ ସମାରୋହରେ ପାଳନ କରାଯାଇଛି। ଏହି ଉତ୍ସବରେ ଆଦର୍ଶ ଥାନାର ଆଇଆଇସି ଗିରିଜା ନନ୍ଦନ ପଟ୍ଟନାୟକଙ୍କ…
Read More...

ମହାସମାରୋହରେ ଉଦ୍ୟାପିତ ହେଲା ସାଲେପୁର ମୁନ୍ସୀ ମେଳଣ

ସାଲେପୁର/ ତାରାକାନ୍ତ ନାୟକ : ସାଲେପୁରକୁ ଭାଇଚାରାର ପ୍ରତୀକ ସହରବୋଲି କୁହାଯାଇଥାଏ । ସେହି କଟକ ଜିଲ୍ଲା ସାଲେପୁର ସହରରେ ମୁନ୍ସୀ ମେଳଣ ମହାସମାରୋହରେ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଯାଇଛି ।।୧୯୨୬ ମସିହାରୁ ସାଲେପୁର ଥାନା ପକ୍ଷରୁ ମେଳଣର ଆୟୋଜନ କରାଯାଉଛି।ସବୁ ବର୍ଷ ପରି ଚଳିତ ବର୍ଷ…
Read More...