Browsing Tag

Salepur

ରାସ୍ତା କଡକୁ ଓଲଟିଲା କାର, କାର ଛାଡି ଚାଲିଗଲେ ଡ୍ରାଇଭର

ରାସ୍ତା କଡକୁ ଓଲଟିଲା କାର, ଦୁର୍ଘଟଣାସ୍ଥଳରେ ଗାଡ଼ି ଛାଡି ପଳାଇଲେ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର କିଶନନଗର ଥାନା ଅନ୍ତର୍ଗତ କଟକ ପାରାଦ୍ୱୀପ ରାସ୍ତାର ରାମକୁମାରପୁର ନିକଟରେ। କଟକ ଜିଲ୍ଲାର କିଶନନଗର ଥାନା ଅଧିନସ୍ତ କଟକ ପାରାଦ୍ୱୀପ ରାସ୍ତାର ରାମକୁମାରପୁର ଠାରେ ଏକ…
Read More...

ବେଆଇନ ବାଲିଘାଟ ଉପରେ ପୋଲିସର ଚଢାଉ, ବାଲି ବୋଝେଇ ଟ୍ରାକ୍ଟର ଜବତ

ବେଆଇନ ବାଲିଘାଟ ଉପରେ ପୋଲିସର ଚଢ଼ାଉ। ଆଠ ଗୋଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ। ମହାନଦୀ ବାରଗୋଡ଼ିଆ ବେଆଇନ ବାଲି ଘାଟ ଉପରେ ଜଗତପୁର ପୋଲିସର ଚଡାଉ। ସୂଚନା ମୁତାବକ ରାଜସ୍ୱବିଭାଗ ପକ୍ଷରୁ ସାରା ଓଡ଼ିଶାରେ ବାଲିଘାଟ ବନ୍ଦ କରାଯାଇଥିବା ବେଳେ ବେଆଇନ ଭାବେ ବାରଗୋଡ଼ିଆ ମହାନଦୀ…
Read More...

ବାରଦା ନାନକାର ଗଡ଼ା ନିକଟରୁ ଅଜଗର ଉଦ୍ଧାର

ସାଲେପୁର( ଜ୍ୟୋସ୍ନା ରାଣୀ ସିଂହ );-ବାରଦା ନାନକାର ଗଡ଼ା ନିକଟରୁ ଅଜଗର ଉଦ୍ଧାର ।କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ ବାରଦା ପଞ୍ଚାୟତ ନାନକାର ଗଡା ନିକଟରୁ ରବିବାର ରାତିରେ ଏକ ଅଜଗର ଉଦ୍ଧାର ହୋଇଛି।ପ୍ରାୟ ୧୫ଫୁଟ ଲମ୍ବର ଏହି ସାପଟି ନାନକାର ଗଡା ନିକଟରେ ବୁଲୁଥିବା ବେଳେ ସ୍ଥାନୀୟ…
Read More...

ସାଲେପୁର କୁ NAC ମାନ୍ୟତା ମିଳିବା ପରେ ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା

ସାଲେପୁର/ ତାରାକାନ୍ତ  ନାୟକ  : କଟକ ଜିଲ୍ଲା ସାଲେପୁର କେଶବ ମଣ୍ଡପ ରେ ଟାଙ୍ଗୀ- ସାଲେପୁର ବିକାଶ ମଞ୍ଚ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ଏବଂ ସାଲେପୁର ଅଂଚଳ ର ବହୁ ବରିଷ୍ଠ ବ୍ୟକ୍ତି, ସମାଜସେବୀ, ଲୋକ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦୀର୍ଘ ଦିନ ହେବ ସାଲେପୁର କୁ(…
Read More...

ଆତଙ୍କି ମାଙ୍କଡକୁ କାଵୁ କଲା ବନ ବିଭାଗ, ଲୋକେ ଆଶ୍ବସ୍ତ

ସାଲେପୁର (ଜ୍ୟୋସ୍ନା ରାଣୀ ସିଂହ) : କଟକ ସଦର ଅନ୍ତର୍ଗତ ଅରିଲୋ ପଞ୍ଚାୟତ କୋଟୁଆଁ ଗ୍ରାମରେ ଆଜକୁ ଦୁଇ ମାସରୁ ଉର୍ଦ୍ଧ୍ଵ ହେଲା ପାଗଳ  ମାଙ୍କଡ ଆତଙ୍କ ସୃଷ୍ଟି କରିଆସୁଛି ।     ଵନ ବିଭାଗ କଟକ ରେଞ୍ଜ୍ ଅଧିନସ୍ଥ ଓଡ଼ପଡ଼ା ବିଟ୍ ହାଉସର କର୍ମଚାରୀମାନେ ଯନ୍ତା ବସାଇ ପାହାଳ ମାଙ୍କଡକୁ କାଵୁ…
Read More...

ମାହାଙ୍ଗା କଂଗ୍ରେସର ସଂକୀର୍ତ୍ତନ ମାଧ୍ୟମରେ ପ୍ରତିବାଦ ସଭା

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : ଜଗତରନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଏବେ ବିବାଦ ଘେରରେ l  ଏହି ରତ୍ନଭଣ୍ଡାର ଦୀର୍ଘ ବର୍ଷ ହେବ ଖୋଲୁନଥିବାରୁ, ସେଥିରେ ଥିବା ଠାକୁରଙ୍କ ଅଳଙ୍କାର କେତେ ସୁରକ୍ଷିତ ତାକୁ ନେଇ ସବୁଠି ପ୍ରଶବାଚୀ ସୃଷ୍ଟି ହେଉଛି lସରକାର ଏଥି ପ୍ରତି କର୍ଣ୍ଣପାତ…
Read More...

ସାଙ୍ଗଙ୍କ ସହ ମିଶି ଦାଦାକୁ ହତ୍ୟା କରିବା ସହ ଖୁଡିକୁ ମରଣାତ୍ମକ ଅକ୍ରମଣ କଲା ପୁତୁରା

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୪ ଜଣ ସାଙ୍ଗଙ୍କ ସହ ନିଜ ଦାଦାକୁ ହତ୍ୟା କରିବା ସହ ଖୁଡିଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲା ପୁତୁରା। ଗତ ୫ ତାରିଖ ଦିନ ସକାଳେ କଟକ ଜିଲ୍ଲା ସାଲେପୁର ଥାନା କୁଳିଆ ଠାରେ ନିଜ ଜଳଖିଆ ଦୋକାନରୁ ଦାଦା ହରେକୃଷ୍ଣ ପୃଷ୍ଟିଙ୍କ…
Read More...

ବଟି ପାଇଁ ଦାଦାଗିରି : ୯୦ ହଜାର ଟଙ୍କା ଓ ସୁନା ଚେନ ଲୁଟି ନେଇଥିବା ଥାନାରେ ଅଭିଯୋଗ 

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ: ବଟି  ପାଇଁ ଦାଦାଗିରି | କିଶନନଗର ତହସିଲ ଅନ୍ତର୍ଗତ ସାଲେପୁର ବ୍ଲକ ଅଧିନସ୍ତ ପୁରୁଣାହାଟ ପଞ୍ଚାୟତର କାଳିକା ପୁର ବାଲିଘାଟରେ ଦୁର୍ବୁତ୍ତଙ୍କ ଜୋର ଜବରଦସ୍ତି ବଟି ଆଦାୟ | ବଟି ନଦେବାରୁ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ କରି ୯୦ ହଜାର ଟଙ୍କା ଓ ସୁନା ଚେନ…
Read More...

କେନାଲକୁ ଖସିଲା କାର: ସମସ୍ତ ଯାତ୍ରୀ ଉଦ୍ଧାର

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : କେନାଲକୁ ଖସିଲା କାର, ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର | ମାହାଙ୍ଗା ଥାନା ଅଂଚଳ ଦେଇ ଯାଇଥିବା ପଟ୍ଟାମୁଣ୍ଡାଇ -କେନ୍ଦ୍ରାପଡା କେନାଲ ଜଳେଶ୍ୱରପୁର ପ୍ରଧାନ ସାହି ନିକଟରେ ଭାରସାମ୍ୟ ହରାଇ କେନାଲକୁ ଖସିଲା କାର । ଖବର ପାଇ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ…
Read More...

କଟକ ଜିଲ୍ଲା ସାଲେପୁରରେ  ବିଜେପିର ମିଶ୍ରଣ ପର୍ବ

କଟକ: କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ରାମକୃଷ୍ଣ ପୁର ପଞ୍ଚାୟତର ବହୁ ବରିଷ୍ଠ ବିଜେଡ଼ି ନେତା ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ। ବିଜେଡ଼ିର ପୂର୍ବତନ ସରପଞ୍ଚ ପାର୍ଥି ତଥା ପଞ୍ଚାୟତ ବିଜେଡ଼ିର କାର୍ୟ୍ୟକାରୀ ସଭାପତି ବସନ୍ତ ସେଠୀଙ୍କ ନେତୃତ୍ୱରେ ମନୋଜ କୁମାର ଭୋଇ…
Read More...