ସହିଦ ଦିବସରେ ଭାରତର ବୀରଙ୍କୁ ସଲାମ
ଭୁବନେଶ୍ୱର: ଭାରତରରେ ସହିଦଙ୍କ ସମ୍ମାନ ଏବଂ ଦେଶ ପାଇଁ ଦିଆଯାଇଥିବା ବଳିଦାନକୁ ମନେରଖିବା ପାଇଁ ପ୍ରତିବର୍ଷ ସହିଦ ଦିବସ ପାଳନ କରାଯାଏ । ଆଜି ହେଉଛି ସହିଦ ଦିବସ । ଏହି ଦିବସରେ ଭାରତର ଗର୍ବ ଏବଂ ସ୍ୱାଧୀନତା ପାଇଁ ଯୁଦ୍ଧ କରିଥିବା ଭଗତ ସିଂ ଏବଂ ତାଙ୍କ ସାଥୀ ରାଜଗୁରୁ ଓ ସୁଖଦେବଙ୍କୁ…
Read More...
Read More...