ଜମି କେଳେଙ୍କାରୀ ମାମଲାରେ କାର୍ୟ୍ୟାନୁଷ୍ଠାନ
ଢେଙ୍କାନାଳ : ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏ ବାଟିଆ ଜମି କେଳେଙ୍କାରୀ ମାମଲାରେ ପୁଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳାଇଙ୍କ ସମେତ ଜଣେ ଜମି ଦଲାଲକୁ ଗିରଫ କରିଛି…
Read More...
Read More...