Browsing Tag

sagar

ସର୍ବଶକ୍ତିଶାଳୀ ରାଷ୍ଟ୍ର ଛାତିରେ ଆତଙ୍କୀ ଆକ୍ରମଣର ଦିନ

ରିପୋର୍ଟସ ଟୁଡେ (ବ୍ୟୁରୋ) : ୨୦୦୧ ସେପ୍ଟେମ୍ବର ୧୧ ସକାଳ ୮ଟା ୪୫ । ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ଭୟଙ୍କର ରୂପ ଦେଖିଥିଲା ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆମେରିକାରେ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି । ୧୯ ଆତଙ୍କବାଦୀଙ୍କ ଦ୍ୱାରା ହାଇଜାକ୍ କରାଯାଇଥିଲା ଚାରୋଟି ବିମାନ…
Read More...

ଚାଷୀଙ୍କ ଆକାଉଣ୍ଟରେ ନବୀନ ପଠାଇଲେ ଟଙ୍କା

ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ରବି ଫସଲ ପାଇଁ ନୂଆଁଖାଇରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା । ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା । ୩୭ ଲକ୍ଷ ଚାଷୀଙ୍କୁ ଆକାଉଣ୍ଟକୁ ୭୪୩ କୋଟି ଟଙ୍କା ପଠାଇଲେ ରାଜ୍ୟ ସରକାର । ରବି ଫସଲ ପାଇଁ…
Read More...

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ୧୦ରୁ ଉର୍ଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରିହିଥିବା ନେଇ ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ବରଗଡ଼,…
Read More...

୯ ଜଣ ଖେଳାଳିଙ୍କୁ ଚୟନ କଲା କୋଲକାତା କ୍ରିକେଟ ସଂଘ

କୋଲକାତା(ରିପୋର୍ଟସ ଟୁଡେ) : ଇଡେନ ଗାର୍ଡେନରେ ଆଜି ବିସିସିଆ ଟୁର୍ଣ୍ଣମେଣ୍ଟ ପାଇଁ ୯ ଜଣ ଖେଳାଳିଙ୍କୁ ଚୟନ କରିଛି କୋଲକାତା କ୍ରିକେଟ ସଂଘ । ପ୍ରତେକ ଟିମରେ ଚାରି ଜଣ ଖେଳାଳି ଯୋଗ ଦେଇଛନ୍ତି । କୋଲକାତା କ୍ରିଟେକ ସଂଘର ସେକ୍ରେଟେରି ଦେବବ୍ରତ ଦାସଙ୍କ କହିବା ଅନୁଯାୟୀ ୧୯ ବର୍ଷରୁ କମ ବୟସର…
Read More...

ଦୁଷ୍ମନ୍ତ ଦାସ ମୃତ୍ୟ ଘଟଣା, ଜଗସିଂହପୁର ପୁଲିସ ରୁଜୁ କଲା ହତ୍ୟା ମାମଲା

ଭୁବନେଶ୍ୱର(ଆଦର୍ଶରାଉତ) ଦୁଷ୍ମନ୍ତ ଦାସ ମୃତ୍ୟ ଘଟଣା, ଗତକାଲି ଦୁଷ୍ମନ୍ତଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ ଜଗସିଂହପୁର ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ଦୁଷ୍ମନ୍ତଙ୍କ ମା ଅଭିଯୋଗ କରିଥିଲେ କି କିଛି ଲୋକ ତାଙ୍କ ପୁଅକୁ ଭୁବନେଶ୍ୱର ନେଇଯାଇଥିଲେ । ସେଠାରେ ତାଙ୍କୁ ବିଷ ପିଇବାକୁ ଓ…
Read More...

୫୨୦ କିଲୋଗ୍ରାମ ଗଞ୍ଜେଇ ଜବତ

ଭୁବନେଶ୍ୱର(ଆଦର୍ଶ ରାଉତ)  କଟକ ମଙ୍ଗୁଳି ଛକରୁ ଧରାହେଲା ଗଂଜେଇ ବୋଝେଇ କଣ୍ଟେନର । କଣ୍ଟେନରରୁ ଜବତ ହୋଇଛି ୫୨୦ କିଲୋଗ୍ରାମ ଗଂଜେଇ । ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ସ୍ପେଶାଲ ଟିମ ଜବତ କରିଛି । ଏହି ଗଞ୍ଜେଇ ଓଡିଶାରୁ ଦିଲ୍ଲୀକୁ ଚାଲାଣ କରାଯାଉଥିଲା । ଏଥିରେ ଡ୍ରାଇଭର ଗିରଫ ହେବା ସହ…
Read More...

ନୁଆଖାଇ ଅବସରରେ ନବୀନ ପଟ୍ଟନାୟଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର : ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ସମସ୍ତଙ୍କୁ ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଗଣପର୍ବ ନୂଆଁଖାଇର୍ ଲାଗି ସମ୍‌କୁ…
Read More...

ଫେସବୁକରେ ବିବାହର ପ୍ରଲୋଭନ ଦେଖାଇ ଠକେଇ, ମହିଳା ଗିରଫ

ଭବନେଶ୍ୱର(ଆଦର୍ଶ ରାଉତ) : ବିଭିନ୍ନ ଫେକ୍ ଫେସବୁକ ଆକାଉଣ୍ଟ ମାଧ୍ୟମରେ ଅନେକ ଯୁବକ ମାନଙ୍କ ଠାରୁ ଟଙ୍କା ଠକିଥିବା ଅଭିଯୋଗରେ ଆଜି ପୋଲିସ ଜଣେ ମହିଳାକୁ ଗିରଫ କରିଛି । ଠକ ମହିଳା ହେଉଛନ୍ତି ନାଛୁନି ଗାଁର ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡା । ପ୍ରିୟଙ୍କା ବିଭିନ୍ନ ଫେକ୍ ଫେସବୁକ ଆକାଉଣ୍ଟ…
Read More...

ରାହୁଲ ଗାନ୍ଧୀଙ୍କ ଜୟ ମାତା ଦି ନାରା

ନୂଆଦିଲ୍ଲୀ(ରିପୋର୍ଟସ ଟୁଡେ) : ମଞ୍ଚରୁ ଜୟ ମାତା ଦି ନାରା ଲଗାଇବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆହ୍ୱାନ । ଜାମ୍ମୁ କାଶ୍ମୀରରେ ଦୁଇ ଦିନିଆ ଗ୍ରସ୍ଥ କରିଛନ୍ତି ରାହୁଲ ଗାନ୍ଧୀ । ମାତା ବୈଷ୍ଣବ ଦେବୀଙ୍କୁ ଦର୍ଶନ କରିବା ସହିତ ଶ୍ରଦ୍ଧାଳୁଙ୍କୁ ଭେଟିଥିଲେ । ୨୦୧୯ ଅଗଷ୍ଟ ରେ ଧାରା ୩୭୦…
Read More...

ବାପ ଗୁଳିରେ ପୁଅ ମୃତ

ବାରଙ୍ଗ(ଆଦର୍ଶ ରାଉତ) : ବାରଙ୍ଗ ବେଣ୍ଟୁଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ବାପାର ଗୁଳିମାଡରେ ପୁଅର ମୃତ୍ୟ ହେଇଯାଇଛି । ତେବେ ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ବାପା ଫେରାର ଅଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛିକି ଏହି ଗୁଳିକାଣ୍ଡ ପଛରେ…
Read More...