Browsing Tag

sagar

ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ ଅଚଳ; ଜୁକରବର୍ଗ ହରାଇଲେ ୭ ବିଲିୟନ ଡଲାର

ନୂଆଦିଲ୍ଲୀ : ୬ ଘଣ୍ଟାରୁ ଅଧିକ ସମୟ ଅଚଳ ପରେ ଧୀରେଧୀରେ ସ୍ୱାଭାବିକ ହେଉଛି ସୋସିଆଲ ମିଡିଆ ଫେସବୁକ, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍ । ସୋମବାର ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସ ଆପ ସେବା ବ୍ୟହାତ ହୋଇଥିବାରୁ ଅନେକ ୟୁଜରଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ଗତକାଲି ଅପରାହ୍ନ…
Read More...

ଜୁଲିୟସ୍ ଏବଂ ଆର୍ଡେନଙ୍କୁ ନୋବେଲ

ନୂଆଦିଲ୍ଲୀ : ମେଡ଼ିସିନରେ ଗବେଷଣା ପାଇଁ ଆଜି ଦୁଇ ଜଣଙ୍କୁ ନୋବେଲ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । ୨୦୨୧ ବର୍ଷର ନୋବେଲ ପୁରସ୍କାର ପାଇଁ ଡେଭିଡ୍ ଜୁଲିୟସ୍ ଏବଂ ଆର୍ଡେନ୍ ପାଟାମୁଟିୟମଙ୍କ ନାମ ଘୋଷଣା କରାଯାଇଛି । ଶରୀରରେ ତାପମାତ୍ରା, ଚାପ ଏବଂ ଯନ୍ତ୍ରଣାର ରିସେପ୍ଟର ଆବିଷ୍କାର…
Read More...

ଛଅ ଦଫା ଦାବି ନେଇ ଉତ୍କଳ ଆଲୁମିନା କମ୍ପାନୀ ଆଗରେ ଧାରଣାରେ ଆଦିବାସୀ

କଳାହାଣ୍ଡି(ଗୋଲାପ ସାହୁ) : ତେବେ ଆଜିକୁ ଛଅ ଦିନ ହେଲା ଧାରଣା ବସିଛନ୍ତି ବ୍ଲକ ର ମାଲି ଗାଁ, ଗୋପୀନାଥପୁର ଏବଂ ଅଡ୍ରି ଗ୍ରାମପଞ୍ଚାୟତ ର ସୂର୍ୟ୍ୟଗଡ଼, ଦୁର୍ମୁସି ଓ କେନ୍ଦୁମୁଣ୍ଡି ର ଗ୍ରାମର ଶତାଧିକ ଲୋକ ଧାରଣା ରେ ବସିଛନ୍ତି। ଟେଣ୍ଟ ତଳେ ଯୁବକ ଯୁବତୀ, ମହିଳା, ବୃଦ୍ଧବୃଦ୍ଧା,ପିଲାଛୁଆ…
Read More...

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ

ଉଦଳା (ଦୀପକ ମିଶ୍ର) : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଶତାଧିକ ଆଦିବାସୀ ମହିଳା ପୁରୁଷ ଏକତ୍ରିତ ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ବିକ୍ଷୋଭ କରିଛନ୍ତି । କପ୍ତିପଦା ବ୍ଲକ ଲାବଣ୍ୟଦେଇପୁର ପଂଚାୟତରେ ରହିଥିବା ମାଠିଆ ନାଳ…
Read More...

୫୦୦ଟି ଚୋରି କରିଥିବା କୁଖ୍ୟାତ ଚୋରକୁ ଧରିଲା ପୋଲିସ

ଭୁବନେଶ୍ୱର (ଆଦର୍ଶ ରାଉତ) : କମିଶନରେଟ ପୁଲିସ ହାତରେ ଆଜି ଏକ କୁଖ୍ୟାତ ଚୋର ଧରାପଡିଛି । କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଆଜି କଟକରେ ଏକ ଚୋରି କରୁଥିବାବେଳେ ଏହି ଚୋରକୁ ଗିରଫ କରିଛି ଜ୍ଝ ଏହି ଚୋରର ନାମ ହେମନ୍ତ ଦାସ ହୋଇଥିବାବେଳେ ୧୯୮୬ ମସିହାରରୁ ୩୩ ବର୍ଷ ହେଲା ରାଜ୍ୟ ଓ…
Read More...

ରାଜ୍ୟରେ ପ୍ରବଳ ବର୍ଷା ; ୨୦ ଜିଲ୍ଲାକୁ ୟଲୋ ଓ୍ବାର୍ଣ୍ଣି

ଭୁବନେଶ୍ୱର : ରାଜ୍ୟରେ ଏବେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି । ସମୁଦ୍ର ପତ୍ତନଠାରୁ ୪.୫ କିଲୋମିଟର ନିମ୍ନ ଚାପ କ୍ଷେତ୍ର ଚିହ୍ନିତ ହୋଇଛି । ଯାହାର ପ୍ରଭାବରେ ଆସନ୍ତା ୩ ଘଣ୍ଟା ମଧ୍ୟରେ ଆସନ୍ତା ୩ ଦିନ ମଧ୍ୟରେ ୨୦ ଜିଲ୍ଲାକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ…
Read More...

୧୨ ସହରର ସୁନାଦୋକାନରେ ଜିଏସଟି ରେଡ୍

ଭୁବନେଶ୍ୱର(ଆଦର୍ଶ ରାଉତ) : ସୁନା କାରବାରରେ ଜିଏସଟି ଠକେଇ । ଠକେଇ ଅଭିଯୋଗରେ ୧୨ ସହରରେ ଚଢାଉ ଜାରି ରଖିଛି ଜିଏସଟି ଟିମ୍ । ୧୨ ସହରରେ ୧୭ଟି ସୁନା ଦୋକାନରେ ଚଢାଉ ଜାରି ରହିଛି । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର, ବରଗଡ଼ ଆଦି ସହରରେ ଥିବା ବଡ଼ ବଡ଼ ଜୁଏଲାରୀ ହାଉସରେ ଜିଏସଟି…
Read More...

ଗଜପତିରେ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି: ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡିରେ ପହଞ୍ଚି ୧୦ଜଣ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ପୂର୍ବାହ୍ନ ୧୧ଟାରେ…
Read More...

କାଲିଠୁ ସୋନପୁରର ପ୍ରସିଦ୍ଧ ବଳିଯାତ୍ରା

ସୋନପୁର (ଓମ୍ ପ୍ରକାଶ ମିଶ୍ର) : ଆସନ୍ତା କାଲି ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ସୋନପୁରର ପ୍ରସିଦ୍ଧ ବଳିଯାତ୍ରା ଢୋଲ ମହୁରୀରେ ଗରଜି ଉଠିବ ପ୍ରସିଦ୍ଧ ତନ୍ତ୍ରପୀଠ ସୋନପୁର ସହର । ଚୁଆ, ଦହି, ଦହନାରେ ମହକି ଉଠିବ ସହରରେ ଥିବା ବିଭିନ୍ନ ଦେବୀ ବଳିଯାତ୍ରା। ବୁଢାରଜା,ଘୋଡାଘାଟ ପଡା ରେ ଥିବା…
Read More...

କାଲିଠୁ ସୋନପୁରର ପ୍ରସିଦ୍ଧ ବଳିଯାତ୍ରା

ସୋନପୁର(ଓମ୍ ପ୍ରକାଶ ମିଶ୍ର) : ଆସନ୍ତା କାଲି ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ସୋନପୁରର ପ୍ରସିଦ୍ଧ ବଳିଯାତ୍ରା ଢୋଲ ମହୁରୀରେ ଗରଜି ଉଠିବ ପ୍ରସିଦ୍ଧ ତନ୍ତ୍ରପୀଠ ସୋନପୁର ସହର । ଚୁଆ, ଦହି, ଦହନାରେ ମହକି ଉଠିବ ସହରରେ ଥିବା ବିଭିନ୍ନ ଦେବୀ ବଳିଯାତ୍ରା। ବୁଢାରଜା,ଘୋଡାଘାଟ ପଡା ରେ ଥିବା…
Read More...