ପୋଲିସ କବଜାରେ କୁକ୍ୟାତ ସ୍ନାଚର
ଭୁବନେଶ୍ୱର(ଆଦର୍ଶ ରାଉତ) କମିଶନରେଟ ପୋଲିସକୁ ବଡ ସଫଳତା । କମିଶନରେଟ ପୋଲିସ କବଜା ରେ କୁଖ୍ୟାତ ସ୍ନାଚର । ସାଜାଦ ଖାନ ନାମକ ସ୍ନାଚର କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ସାଜାଦ ଖାନ ଠାରୁ ସୁନା, ଟଙ୍କା, ମୋବାଇଲ, କାର ଜବତ କରିଛି ପୋଲିସ । ସ୍ନାଚର ଟାର୍ଗେଟ ରେ ଥିଲେ ରାସ୍ତାରେ…
Read More...
Read More...