Browsing Tag

sagar

ପଞ୍ଜାବର ମହିଳାଙ୍କୁ ମିଳିବ ପ୍ରତି ମାସରେ ହଜାରେ ଟଙ୍କା

ନୂଆଦିଲ୍ଲୀ : ପଞ୍ଜାବରେ ଆମ୍ ଆଦମୀର ବଡ ଘୋଷଣା । ଯଦି ଆପର ସରକାର ଆସେ ତେବେ ପଞ୍ଜାବର ପ୍ରତି ମହିଳାଙ୍କୁ ଏକ ହଜାର ଟଙ୍କା ମିଳିବ । ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରତି ମାସରେ ଏହି ରାଶି ଦିଆଯିବ । ତେବେ ଏହି ଟଙ୍କା ମହିଳାଙ୍କୁ ସଶକ୍ତିକରଣ କରିବାକୁ…
Read More...

ଶ୍ରୀକ୍ଷେତ୍ର ପୁରୀରେ ହେବ ଗ୍ରୀନ ଫିଲ୍ଡ ଏୟାରପୋର୍ଟ

ପୁରୀ : ଆଜି ଝାରସୁଗୁଡ଼ାରେ ପାଳିତ ହୋଇଛି ଉଡ଼ାନ ଦିବସ । ଏହି ଅବସରରେ ବିମାନ ଚଳାଚଳ ମନ୍ତ୍ରୀ ସନ୍ଧିଆ ପୁରୀରେ ଗ୍ରୀନ ଫିଲଡ ଏୟାରପୋର୍ଟ ହେବା ନେଇ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଜବାବକୁ ଅପେକ୍ଷା କରାଯାଇଛି ବୋଲି ସିନ୍ଧିଆ କହିଛନ୍ତି। ରାଜ୍ୟ ସରକାର ଯେତେ ଶୀଘ୍ର ଜବାବ ଦେବେ,…
Read More...

କୋଣାର୍କ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରାଵାସର ଛାତ୍ର କୋଭିଡ୍ ପଜେଟିଭ୍

ଗୋପ(ଜୟନ୍ତକୁମାର ସେଠୀ)  ବିଶ୍ୱ ପ୍ରସିଦ୍ଧ କୋଣାର୍କ ରେ କୋଭିଡ୍ ର ଭୟ। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରାଵାସରୁ ୯ ଜଣ ଛାତ୍ର କୋଭିଡ୍ ପଜେଟିଭ୍ ଚିହ୍ନଟ । ସୂଚନା ମୁତାବକ ବିଦ୍ୟାଳୟରେ କୋରନା ଟେଷ୍ଟ୍ ଚାଲିଥିବା ବେଳେ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା,ନବମ, ଦଶମ ଓ ଦ୍ବାଦଶ ଶ୍ରେଣୀର…
Read More...

ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀ : ଆସନ୍ତା ୨୪ରେ ପୂର୍ଣ୍ଣହୁତି କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଆସନ୍ତା ବୁଧବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ…
Read More...

୨୮ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ପାଇଁ ୨୮ ନଭେମ୍ବରରେ ଆରମ୍ଭ ହେବାକୁ ଯାଉଛି ସର୍ବଦଳୀୟବୈଠକ । ଏହି ବୈଠକରେ ସାମିଲ ହେବେ ମୋଦୀ । ଏବଂ ସେହି ଦିନ ସଂଧ୍ୟାରେ ବିଜେପି ସଂସଦୀୟ କାର୍ଯ୍ୟକାରିଣୀ ବୈଠକ ମଧ୍ୟ ହେବାକୁ ଯାଉଛି । ଶୀତ କାଳୀନ ଅଧିବେଶନ ୨୯ ନଭେମ୍ବରରୁ ଆରମ୍ଭ ହୋଇ ୨୩…
Read More...

ପ୍ରାକୃତିକ ସମ୍ପଦର ଅଡିଟ କରିବ ସିଏଜି

ଭୁବନେଶ୍ୱର : ଏଣିକି ପ୍ରକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ କରିବ ସିଏଜି । ଖଣି ଗୁଡିକରେ କେତେ ପ୍ରାକୃତିକ ସମ୍ପତ୍ତି ରହିଛି ଓ ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି ତାହାକୁ ସିଏଜି ଅଡିଟ କରିବ । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ କୋଟି କୋଟି ଟଙ୍କା ଆବଂଟନ କରୁଛି…
Read More...

ବାଳ ସୁଧାର ଗୃହରୁ ୬ ନାବାଳକ ଫେରାର

ବ୍ରହ୍ମପୁର : ବାଳସୁଧାର ଗୃହର ପ୍ରଶାସନ ଆଖିରେ ଧୂଳି ଦେଇ ଫେରାର ହେଲେ ଅନ୍ତେବାସୀ । ବିଳମ୍ବିତ ରାତିରେ ଗ୍ରିଲ ତାଡି ବାଳସୁଧାର ଗୃହରୁ ଚମ୍ପଟ ମାରିଛନ୍ତି ୬ ଜଣ ଅନ୍ତେବାସୀ । ବ୍ରହ୍ମପୁର ବାଳସୁଧାର ଗୃହରେ ଘଟିଛି ଘଟଣା । ବିଳମ୍ବିତ ରାତି ୨ଟା ବେଳେ ୬ ଜଣ ଅନ୍ତେବାସୀ ଫେରାର ହୋଇଛନ୍ତି ।…
Read More...

କତ୍ତଙ୍ଗରେ ରକ୍ତଦାନ ଶିବିର, ୫୬ ୟୁନିଟ୍ ସଂଗ୍ରହ

ସୁବର୍ଣ୍ଣପୁର (ଓମ୍ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ମହାଦେବପାଲି ପଞ୍ଚାୟତ କର୍ତଙ୍ଗ ଉଚ୍ଚ ବିଦ୍ୟାଳୟରେ ଡ୍ରାଇଭର ମହାସଂଘ ଓ ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ହୋଇଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪ ମହିଳାଙ୍କ ସମେତ ୫୬ ଜଣ ରକ୍ତଦାନ କରିଛନ୍ତି। ଭିମସାଇ…
Read More...

ମାଳି ପର୍ବତରୁ ଖଣିଖନନ ପାଇଁ ଜନଶୁଣାଣି

କୋରାପୁଟ : ମାଳି ପର୍ବତରୁ ଖଣିଖନନ ପାଇଁ ଜନଶୁଣାଣି ଆରମ୍ଭ ହୋଇଛି । କଙ୍କଡାମ୍ବ ଠାରେ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ଏହି ଜନ ସୁଣାଣି ହୋଇଛି । ଏହି ଜନଶୁଣାଣିରେ ୧୧ ମାଜିଷ୍ଟ୍ରେଟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ଉପସ୍ଥିତ ଅଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା…
Read More...

ପ୍ରେମିକା ପ୍ରେମ ସ୍ୱିକାର କରିନେବା ପ୍ରେମ ନୁହେଁ

ତିରୁବନନ୍ତପୁରମ : ଆଜି କେରଳ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପ୍ରେମିକା ପ୍ରେମ ସ୍ୱିକାର କରିନେବା ପ୍ରେମିକା ସମ୍ପର୍କ ରଖିବାକୁ ସ୍ୱୀକୃତି ଦେଇଦେଲେ ତାହା ପ୍ରେମ ନୁହେଁ । ଏକ ଦୁଷ୍କର୍ମ ମାମଲାରେ ଆଜି ପ୍ରେମିକ-ପ୍ରେମିକାଙ୍କ ସମ୍ପର୍କ ଉପରେ କେରଳ ହାଇକୋର୍ଟ କହିଛନ୍ତି ଯେ…
Read More...