Browsing Tag

sagar

ରାଫେଲ ଦୁର୍ନୀତି ମାମଲାରେ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ : ସିବିଆଇ ନାମରେ ସାଂଘାତିକ ଅଭିଯୋଗ । ରାଫେଲ ଦୁର୍ନୀତିର ଯାଞ୍ଚ ନକରିବା ପାଇଁ ଦିଆଯାଇଥିଲା ଲାଞ୍ଚ । ରାଫେଲ ଡିଲରେ ହୋଇଥିବା ଲାଞ୍ଚ କାରବାରର ସମ୍ପୁର୍ଣ୍ଣ ତଥ୍ୟ ଉପଲବ୍ଧ ଥାଇ ମଧ୍ୟ ସିବିଆଇ ଯାଞ୍ଚ କରିବାରେ ବିଫଳ ହୋଇଥିଲା । ଅନଲାଇନ ସମ୍ବାଦପତ୍ର ମିଡିଆ ପାର୍ଟ ୫୯୦୦୦ କୋଟି…
Read More...

ଦରଦାମ ବୃଦ୍ଧିକୁ ନେଇ ସିପିଏମଆଇଏଲ ପକ୍ଷରୁ ବିରୋଧ

ଗୋପ/ଜୟନ୍ତକୁମାର ସେଠୀ : ପୁରୀ ଜିଲ୍ଲା କଣାସ ବ୍ଲକ ସିପି ଏମ ଆଇ ଏଲ ପକ୍ଷରୁ ଦୋକନ୍ଦା ମେଲଣ ପଡ଼ିଆଠାରୁ କଣାସ ବ୍ଲକ କାର୍ୟଲୟ ପର୍ୟ୍ୟନ୍ତ ୧୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ କୁ ନେଇ ବିଶାଳ ରାଲି ହୋବା ସହିତ କଣାସ ବ୍ଲକ ସମୁଖରେ ଦିର୍ଘ ସମୟ ପର୍ୟ୍ୟନ୍ତ ଗଣ ଧାରଣା ।ଏହାର ମୁକ୍ଷ୍ୟ ଉଦେଶ୍ୟ ଥିଲା…
Read More...

କାଲି ମୁଖ୍ୟମନ୍ତ୍ରୀଙ୍କୁ କଳାପତକା ଦେଖାଇବ ବିଜେପି

ଭୁବନେଶ୍ୱର : କାଲି ବିଜେପି ନବୀନ ନିବାସ ଅଭିମୁଖେ ବାହାରି କଳାପତକା ପଦର୍ଶନ କରିବ । ଆସନ୍ତାକାଲି କଳାହାଣ୍ଡି ଗସ୍ତକୁ ବିରୋଧ କରିବ ବିଜେପି । କଳାହାଣ୍ଡିକ ଝିଅ ମମିତାଙ୍କୁ ନ୍ୟାୟ ଦାବିରେ ବିରୋଧ କରିବ ବିଜେପି । ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କରିବ ବିକ୍ଷୋଭ ଓ…
Read More...

ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି : ଓଡ଼ିଶା ସୀମାନ୍ତ ସୁକୁମା ଜିଲ୍ଲା କୋଣ୍ଟା ଥାନା ଅନ୍ତର୍ଗତ ବଟେର ଗାଁର ବାସିନ୍ଦାଙ୍କୁ ମାଓବାଦୀ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଗତ ଶୁକ୍ରବାର ଦିନ ଜଣକୁ ଓ ଶନିବାରରେ ୪ ଜଣଙ୍କୁ ଅପହରଣ କରିଛନ୍ତି ମାଓବାଦୀ । ଏବେ ଯାଏଁ ଅପହୃତଙ୍କ କୌଣସି ସୂଚନା ମିଳିନାହିଁ ।…
Read More...

ଜୁନାଗଡ଼ରେ ବିଜେଡିର ମିଶ୍ରଣ ପର୍ବ

କଳାହାଣ୍ଡି : ଜୁନାଗଡରେ ଅନୁଷ୍ଠିତ ହୋଇଯାଇଛି ମିଶ୍ରଣ ପର୍ବ । ଆଜି ବିଜେଡିରେ ଯୋଗ ଦେଇଛନ୍ତି ବହୁସଂଖ୍ୟାରେ ନେତା ଓ କର୍ମୀ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଜୁନାଗଡ଼ ଓ ଧର୍ମଗଡ ନିର୍ବାଚନମଣ୍ଡଳୀର ଅନେକ ବିରୋଧି ଦଳର ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ…
Read More...

ଜମି ବିବାଦକୁ ନେଇ ବୋମା ମାଡ

ବ୍ରହ୍ମଗିରି : ସାତପଡାର ନାଥପୁରରେ ବୋମାମାଡ । ଏକ ନିର୍ଦ୍ଦଷ୍ଟ ଗୋଷ୍ଠୀ ଦ୍ୱାରା ୨୦ରୁ ଉର୍ଦ୍ଧ ବୋମାମାଡ ହୋଇଛି । ଜମି ଜବର ଦଖଲକୁ ନେଇ ଉତ୍ତେଜନା ପରେ ବୋମା ମାଡ ହୋଇଥିବା ସୂଚନା ମିଳିଛି । ୩୫ ମୌଜାର ଜମିକୁ ନିର୍ଦ୍ଦିଷ୍ଟ ଗୋଷ୍ଟୀ ଜବରଦଖଲ କରିଥିବା ଅଭିଯୋଗ ହେବା ପରେ ଏହି ପରିସ୍ଥିତି…
Read More...

ବିଜେପି ଉପରେ ବର୍ଷିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର : ମନରେଗାକୁ ନେଇ ବିଜେପି ବାରମ୍ବାର ମିଥ୍ୟା ତଥ୍ୟ ଦେଉଛି । ଏଥିପାଇଁ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି, ମନରେଗାର ବର୍ତ୍ତମାନ ସ୍ଥିତି ନେଇ ବିଜେପିର ଜ୍ଞାନ ନାହିଁ। ପୂର୍ବରୁ ଅର୍ଦ୍ଧସତ୍ୟ କହିଥିଲେ, ଏବେ ବି ଦୋହରାଉଛନ୍ତି । ୨୯…
Read More...

ବାର୍ଦ୍ଧକ୍ୟ ଭତ୍ତା ପାଇଁ ପଞ୍ଚାୟତ କାର୍ୟ୍ୟାଳୟ ଆସି ଆସି ନୟାନ୍ତ

ରାଇରଙ୍ଗପୁର (ସତ୍ୟନାରାୟଣ ପାଲ) କାଳୀପୂଜାରେ ଚଳଚଞ୍ଚଳ ମୟୁରଭଂଜ ଜିଲ୍ଲା । ପଲ୍ଲୀରୁ ସହର ଯାଏଁ ସବୁଆଡେ ଆନନ୍ଦ ଉଲ୍ଲାସ ସହ ଚଳଚଞ୍ଚଳ । କିନ୍ତୁ ବିଜାତଳା ବ୍ଲକର ମୁଣ୍ଠାଠାକୁର ପଞ୍ଚାୟତରେ ଏହି ପର୍ବ ଫିକା ପଡିଛି । ଡହଡହ ଖରାରେ ଭତ୍ତା ନେବାକୁ ଅପେକ୍ଷା କରିଛନ୍ତି ବିଜାପୁର ବ୍ଲକର ସବୁ…
Read More...

କଣ୍ଠ ଶିଳ୍ପୀ ସ୍ଥିତି ପଦ୍ମାଙ୍କୁ ସମ୍ଭର୍ଦ୍ଧନା

ସାଲେପୁର(ତାରାକାନ୍ତ ନାୟକ) : ଓଡ଼ିଆ ଝିଅ ତଥା କଣ୍ଠ ଶିଳ୍ପୀ ସ୍ଥିତି ପଦ୍ମା ନିକଟରେ ମୁମ୍ବାଇ ଠାରେ ଏକ ରୀୟଲିଟି ଶୋ ରେ ଅଂଶ ଗ୍ରହଣ କରି ରସଗୋଲା କାହାର ବୋଲି ପ୍ରଶ୍ନ ର ଉତ୍ତର ରେ ସେ ଜୟ ଜଗନ୍ନାଥ ,ରସଗୋଲା ଆମର ବୋଲି କହିଥିଲେ ।ଫଳରେ ସେ ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ରସଗୋଲା କୁ ବିଶ୍ଵ…
Read More...

ଦିବ୍ୟଶଙ୍କର ମିଶ୍ରଙ୍କ ଗାଡିକୁ ଅଣ୍ଡାମାଡ

ଜୁନାଗଡ : ଦିବ୍ୟଶଙ୍କର ଗାଡି ଉପରକୁ ଅଣ୍ଡାମାଡ ହୋଇଛି । ଜୁନାଗଡ ଛକ ଠାରେ ବିଜେପି କର୍ମୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ କରିଛନ୍ତି । ବିଜେଡି ସାଂଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡିକୁ ଅଣ୍ଡା ମାଡ ହୋଇଛି । ମିଶ୍ରଣପର୍ବରେ ଯୋଗ ଦେବା ପାଇଁ ଯାଉଥିବା…
Read More...