Browsing Tag

sabitri amavasya

ଆଜି ସାବିତ୍ରୀ ଅମାବସ୍ୟା : ପବିତ୍ରତା ଆଗରେ ସ୍ୱୟଂ ଯମରାଜ ବି ପରାସ୍ତ!

ଆଜି ସାବିତ୍ରୀ ଅମାବସ୍ୟା । ଓଡ଼ିଆମାନଙ୍କର ଗଣପର୍ବ ମଧ୍ୟରୁ ଏହା ହେଉଛି ଅନ୍ୟତମ । ଓଡିଆ ଘରର ଏହି ପର୍ବଟିକୁ ସାଧାରଣରେ ସଧବାମାନେ ହିଁ ପାଳନ କରିଥାନ୍ତି । ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ…
Read More...

ସାବିତ୍ରୀ କହୁଛି ମୋ ସତ୍ୟବାନଙ୍କୁ ବଞ୍ଚାଇ ଦିଅ: ସାହାଯ୍ୟ ପାଇଁ ସରକାର ଓ ଓଡ଼ିଶାବାସୀଙ୍କୁ ନିବେଦନ

କଟକ: ଆଜି ସାବିତ୍ରୀ ବ୍ରତ । ଇହକାଳ ପରକାଳର ଦେବତା ନିଜ ସ୍ୱାମୀର ମଙ୍ଗଳ ମନାସି ବ୍ରତ ରଖୁଛନ୍ତି ସଧବା ନାରୀ । କିନ୍ତୁ ଏହି ବ୍ରତରେ ଆଖିରୁ ଲୁହ ଶୁଖୁନି ଜଣେ ସାବିତ୍ରୀଙ୍କର, ନିଜ ଶଙ୍ଖା ସିନ୍ଦୁରକୁ ବଞ୍ଚାଇବା ପାଇଁ ସେ କରୁଛି ଆକୁଳ ନିବେଦନ। କାରଣ ତାଙ୍କ ସ୍ୱାମୀଙ୍କ ଜୀବନ ବଞ୍ଚାଇବା…
Read More...