Browsing Tag

sabarimala temple

ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ପୁର୍ନବିଚାରକୁ ସୁପ୍ରିମକୋର୍ଟଙ୍କ ନାଁ

(ଶୁଭସ୍ମିତା ଦାଶ): ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ କେରଳରେ ରାଜନୀତି ଜୋର ଧରିବାରେ ଲଗିଛି । ମହିଳାଙ୍କ ମନ୍ଦିର ପ୍ରବେଶକୁ ନେଇ ଯେଉଁ କଟକଣା ଥିଲା ସୁପ୍ରିମ୍ କୋର୍ଟ ତାହାକୁ ଉଠାଇଥିଲେ । ଫଳରେ ମହିଳାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଥିଲା । ହେଲେ ଅନ୍ୟପଟେ କୋର୍ଟଙ୍କ ଏହି…
Read More...

ମହିଳାଙ୍କ ପ୍ରବେଶ ରାୟକୁ ନେଇ ଇନ୍ଦୁ ମାଲହୋତ୍ରାଙ୍କ ବିରୋଧ

(ଶୁଭସ୍ମିତା ଦାଶ): ଗତ କାଲି ସୁପ୍ରିମ୍େକାର୍ଟ ସାବରୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ଉଚ୍ଚେଦ କରିଥିଲେ । ମହିଳାଙ୍କ ସପକ୍ଷରେ ରାୟ ଆସିଥିବାରୁ ମହିଳାଙ୍କ ମଧ୍ୟରେ ଖୁସି ଦେଖାଦେଇ ଥିଲା । ଆଜି ଏହି ପ୍ରସଙ୍ଗରେ ଏକ ଭିନ୍ନ ମୋଡ଼ ନେଇକ୍ତି । ସୁପ୍ରିମ୍କୋର୍ଟଙ୍କର…
Read More...