ୟୁକ୍ରେନର ନେତାଙ୍କୁ ବାଛି ବାଛି ହତ୍ୟା କରିବ ଚେଚନ ସ୍ପେସାଲ ଫୋର୍ସ!
ଖାରକିଭ୍: ଯୁଦ୍ଧର ଦିନ ଯେତେ ବଢ଼ୁଛି, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଧିକ ବିପଦଜନକ ହେବାରେ ଲାଗିଛନ୍ତି । ପ୍ରଥମେ ସେ ୟୁକ୍ରେନର ଆତ୍ମା ବିଶ୍ୱାସକୁ ଦୁର୍ବଳ କରିବା ପାଇଁ ଋଷର ପରମାଣୁ ଡିଟରଣ୍ଟ ଫୋର୍ସକୁ ହାଇ ଆଲର୍ଟରେ ରଖିଛନ୍ତି । ବର୍ତ୍ତମାନ ସେ ୟୁକ୍ରେନର ରାଷ୍ଟ୍ରପତି…
Read More...
Read More...