Browsing Tag

Russia-Ukraine on the brink of war

ଆଶ୍ରୟ ସ୍ଥଳରେ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖପାତ୍ର ଅରିନ୍ଦମ ବାଗଚି

ସୁମି: ଭାରତ ସରକାର ଅପରେସନ ଗଙ୍ଗା ଆରମ୍ଭ କରି ଏବେ ୟୁକ୍ରେନରୁ ଭାରତୀୟଙ୍କୁ ଆଣିବା ଆରମ୍ଭ କରିଛନ୍ତି। ରୁଷ ଆକ୍ରମଣ ଜୋରଦାର କରୁଥିବାରୁ ଏବେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଶ୍ରୟସ୍ଥଳ ଭିତରେ ରହିବାକୁ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି। ସୂଚନା…
Read More...

ନିଜ ଦେଶକୁ ରକ୍ଷା କରିବା ପାଇଁ ବିଦେଶରୁ ଫେରିଲେ ୟୁକ୍ରେନୀୟ

ଖାରକିଭ୍ : ୧୦ ଦିନ ପୁରିଲା ଋଷ ଓ ୟୁକ୍ରେନ ଭିତରେ ଚାଲିଥିବା ଯୁଦ୍ଧ । ଏହା ଭିତରେ ୟୁକ୍ରେନ ରାଜଧନୀ କିଭ୍‌, ଖାରକିଭ୍‌, ସୁମି ପରି ବଡ ବଡ ସହର ଉପରେ ତାର କାୟା ବିସ୍ଥାର କରିବାରେ ଲାଗିଛି । ଯୁଦ୍ଧ ତୀବ୍ରତର ହୋଇପଡିଛି । ଏହାରି ଭିତରେ ଏକ ଦେଶ ପ୍ରେମର ପ୍ରତିକ ସମ୍ନାକୁ ଅସିଛି । ଯୁଦ୍ଧ…
Read More...

ଯୁଦ୍ଧ ବିରତ ରଖିବାକୁ ଅନୁରୋଦ୍ଧ କଲା ଭାରତ

ସୁମି: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ବିଭିନ୍ନ ସହରକୁ ଧ୍ୱଂସ କରିବାରେ ଲାଗିଛି ଋଷ । ଗୋଟିଏ ପରେ ଗୋଟିଏ ସହରକୁ କବ୍ଚା କରିନେଉଛି ଋଷ ସେନା । ଆଜି ୟୁକ୍ରେନର ଏକ ସହର ସୁମିକୁ ଆକ୍ରମଣ କରିବାକୁ ସ୍ଥିର କରିଛି ଋଷ । ଏଥିପାଇଁ ସୁମିରେ ହାଇ ଆଲର୍ଟ ଜାରି କରାଯାଇଛି । ଲୋକଙ୍କୁ ବଙ୍କର…
Read More...

ପୋଲାଣ୍ଡ ପଳାଇବା କଥାକୁ ମିଥ୍ୟା ପ୍ରମାଣ କଲେ ଜେଲେନସ୍କି

 କିଭ: ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି ୟୁକ୍ରେନ ଛାଡି ପୋଲାଣ୍ଡ ପଳାଇବା କଥା ଶୁଣି ବାକୁ ମିଳିଥିଲା । କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି ଜେଲେନ୍‌ସ୍କି । ଦେଶ ଛାଡି ପୋଲାଣ୍ଡ ପଳାଇବା କଥା ଋଷୀୟ ଗଣମାଧ୍ୟମ କରୁଥିବା ବେଳେ ଏହାକୁ ମିଥ୍ୟା ପ୍ରମାଣ କରିଛନ୍ତି ୟୁକ୍ରେନ ରାଷ୍ଟ୍ର ପତି…
Read More...

ଜେଲେଂସ୍କିଙ୍କୁ ସାତ ଦିନରେ ତିନିଥର ହତ୍ୟା ଉଦ୍ୟମ

କିଭ: ପ୍ରାୟ ଗୋଟିଏ ସପ୍ତାହ ଭିତରେ ଜେଲେଂସ୍କିଙ୍କୁ ତିନିଥର ହତ୍ୟା କରିବାକୁ ଉଦ୍ୟମ କରାଯାଇଛି । ଏଭଳି ଦାବି କରିଛି, ଦ ଟାଇମ୍ସ । ଏହାଛଡା ଦ ଟାଇମ୍ସ ଋଷ ଏଜେନ୍ସି ସହେଯୋଗରେ ହତ୍ୟା ଉଦ୍ୟମ ବିଫଳ ହୋଇଥିବା ଦାବି କରିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଫେବ୍ରୁଆରୀ ୨୪ ତାରିଖରେ…
Read More...

ଜାଣନ୍ତୁ ଜେନେଭା ଚୁକ୍ତି କ’ଣ?

ଜେନେଭା: ଋଷ ତାର ଭୟାବହତା ଧିରେ ଧିରେ ବଢାଇବାରେ ଲାଗିଛି । ଋଷର ଏପରି ଆକ୍ରମଣ  ହେତୁ ୟୁକ୍ରେନର ଲୋକ ଘରୁ ବାହାରିବାକୁ ମଧ୍ୟ ଭୟ କଲେଣି । କେତେ ଲୋକଙ୍କର ଜୀବନ ନେଲାଣି ଏହି ଯୁଦ୍ଧ ତାହା ଆକଳନ କରିବା ଅସମ୍ଭବ । ଋଷ ୟୁକ୍ରେନର ବିଭିନ୍ନ ସ୍କୁଲ ଓ ଡାକ୍ତରଖାନା ସହ ବିଭିନ୍ନ ବିଲ୍ଡିଂକୁ…
Read More...

ପରମାଣୁ ପ୍ଲାଣ୍ଟରେ ଋଷର ଆକ୍ରମଣ

କିଭ: ଋଷ – ୟୁକ୍ରେନ ମଧ୍ୟରେ ଜାରି ରହିଛି ଲଢେଇ । ଧିରେ ଧିରେ କିଭକୁ ଅକ୍ତିଆର କରିବାକୁ ଲାଗିଲାଣି ଋଷ । କିଭକୁ ଦଖଲ କରିବା ପାଇଁ ଋଷ ଘନ ଘନ ରକେଟ ମାଡ କରିବାରେ ଲାଗିଛି । ଏହାରି ଭିତରେ ଋଷ ୟୁରୋପର ସବୁଠାରୁ ବଡ ପରମାଣୁ ପ୍ଲାଣ୍ଟ ଉପରେ ଆକ୍ରମଣ କରିବା କଥା ସାମ୍ନାକୁ ଆସିଛି । ଏହି…
Read More...

ସମୁଦ୍ର ରାସ୍ତାରେ ୟୁକ୍ରେନ ଉପରେ ହୋଇପାରେ ଆକ୍ରମଣ !

କ୍ରିମିୟା: ଭୟଙ୍କର ହେଉଛି ୟୁକ୍ରେନ -ରୁଷ ଯୁଦ୍ଧ । ୟୁକ୍ରେନର ଡପୋକୁ ଉଡାଇଦେଇଛି ଋଷ । ଊଭୟଙ୍କ ଯୁଦ୍ଧକୁ ଦେଖି ସାରାବିଶ୍ୱ ଏବେ ଚିନ୍ତାରେ । କାରଣ ତୃତୀୟ ବିଶ୍ୱଯୁଦ୍ଧ ହେବାର ଆଶାଙ୍କା ରହିଛି । ସେପଟେ ୟୁକ୍ରେନ ହାର ମାନିବ ନାହିଁ ବୋଲି ସଫା ସଫା କହିଦେଇଛି । ଯୁଦ୍ଧ ଭିତରେ ଫସିରହିଥିବା…
Read More...

ୟୁକ୍ରେନକୁ ସାହାଯ୍ୟର ହାତ ବଢାଇଛନ୍ତି ଅଢେଇ ଲକ୍ଷ ଟପ୍ ହ୍ୟାକର

ୱାସିଂଟନ :  ବର୍ତ୍ତମାନ ଋଷ ଓ ୟୁକ୍ରେନ ଭିତରେ ଚାଲିଛି ଯୋର ଦାର ଲଢେଇ । ଏହି ଲଢେଇ କାରଣରୁ ଦେଶବାସୀ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଯୁଦ୍ଧକୁ ରୋକିବା ପାଇଁ ଅନେକ ଚେଷ୍ଟା ମଧ୍ୟ ଚାଲିଛି । କିନ୍ତୁ କୌଣଷି ପରିସ୍ଥିତିରେ ଋଷ ସେଠାରୁ ହଟିବାକୁ ନାରାଜ । ଆଉ ଏହି ଯୁଦ୍ଧ ମଧ୍ୟରେ…
Read More...

ଏବେ ଓଡେଶା ଆଡକୁ ମୁହାଉଛି ଋଷ ସେନା

ଓଡେଶା: ଋଷ ଓ ୟୁକ୍ରେନ ଯୁଦ୍ଧ ଭିତରେ ଋଷସେନା ୟୁକ୍ରେନ ର ରାଜଧାନୀ ସହ ଅନେକ ଦେଶକୁ କବ୍ଚା କରିଚାଲିଛନ୍ତି । ଋଷସେନା ବନ୍ଦର ନଗରୀ ଖେରସନ୍ କବ୍ଚା କରିଥିବା କଥା ଆଜି ୟୁକ୍ରେନର ସରକାରୀ ଅଧିକାରୀମାନେ କହିଛନ୍ତି । ଏହାରେ ଆମେରିକାର ସେନା ଅଧିକାରୀ କିଛି ସମୟରେ ସୂଚନା ଦେଇଛନ୍ତିକି,…
Read More...