ପୋଲିସ ହାତରେ ଆରଟିଓ ଚାଲାଣ ଲୁଟେରା । ଅଲ୍ ଇଣ୍ଡିଆ ଆରଟିଓ ଚାଲାଣ ନାମରେ କରୁଥିଲେ ଲୁଟ।
ଯଦି ଆପଣଙ୍କର RTO ଚାଲାଣ କଟିଛି ତେବେ ହୋଇ ଯାଆନ୍ତୁ ସାବଧାନ। କାରଣ ଏକ ନକଲି ଆପ ଜରିଆରେ ଲୋକମାନଙ୍କୁ ଲୁଟିବାରେ ସିଦ୍ଧହସ୍ତ ଦୁଇ ସାଇବର ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି କମିସନରେଟ୍ ପୋଲିସ। ସୁଚନା ଅନୁସାରେ ଅଲ୍ ଇଣ୍ଡିଆ ଆରଟିଓ ଚାଲାଣ ନାମରେ ଏକ ନକଲି ଆପ ବର୍ତ୍ତମାନ ସୋସିଆଲ ମିଡିଆରେ…
Read More...
Read More...