Browsing Tag

RTO

PUCC ସେଣ୍ଟର ନାଁରେ ଫେକ୍‌ ସେଣ୍ଟର କରିଥିବା ଲୋକଙ୍କ ବିରୋଧରେ ଆକ୍ସନ

ଭୁବନେଶ୍ଵର: PUCC ସେଣ୍ଟର ନାଁରେ ଫେକ୍‌ ସେଣ୍ଟର କରିଥିବା ଲୋକଙ୍କ ବିରୋଧରେ ଆକ୍ସନ । ୭୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ସଂପୃକ୍ତ ସେଣ୍ଟର ଆଉ ନିଜ ଆଇଡିରୁ ଲଗ୍‌ ଇନ୍ କରିପାରିବେ ନାହିଁ । ଅପରାଧିକ ମାମଲା ରୁଜୁ ସହ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶ । ଏଭଳି ସେଣ୍ଟର…
Read More...

ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍‌ ଷ୍ଟିକର, କେଉଁଠୁ ପାଇବେ? ଜାଣନ୍ତୁ

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍‌ ଷ୍ଟିକର । ଏନେଇ ରାଜ୍ୟ ପରିବହନ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି । ଯେଉଁମାନଙ୍କ ପାଖରେ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଅଛି ସେହି ଯାନ ବାହାନ ଗୁଡ଼ିକ ପାଇଁ ୧୦ ଜାନୁଆରି ଠାରୁ ଗ୍ରୀନ୍‌ ଷ୍ଟିକର୍‌ ଦିଆଯିବ। ନିଜ ନିକଟସ୍ଥ…
Read More...

ଗାଡି କାଗଜ ପତ୍ର ଠିକ୍ ଥିଲେ ସରକାର ଯୋଗଇବେ ଗ୍ରୀନ ଷ୍ଟିକର୍

ଭୁବନେଶ୍ୱର : ପ୍ରଦୂଷଣ ପ୍ରମାଣପତ୍ର ଥିବା ଗଡ଼ିରେ ଲାଗିବ ଗ୍ରୀନ ଷ୍ଟିକର୍‌ । ଏନେଇ ସୂଚନା ଜାରି କରିଛନ୍ତି ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ରାଜ୍ୟରେ ସବୁ ଗାଡିଗୁଡିକ ପାଇଁ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର ବା ପିୟୁସିସି ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଏହା…
Read More...

ଅଫ୍‌ଲାଇନ୍‌ରେ ବି ପୈଠ କରିହେବ ଇ ଚାଲାଣ, ନଗଦ ଅର୍ଥ ଗ୍ରହଣ ପାଇଁ RTOଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଅଫ୍‌ଲାଇନ୍‌ରେ ବି ପୈଠ କରିହେବ ଇ ଚାଲାଣ । ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରେ ମୋଟର ଯାନ ନିୟମ ଉଲ୍ଲଙ୍ଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଗ୍ରହଣ କରାଯିବ । ଏନେଇ ସମସ୍ତ ଆରଟିଓଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ (STA) ଙ୍କ ଦ୍ୱାରା ନିର୍ଦ୍ଦେଶ ଜାରି…
Read More...

ଫେବୃଆରୀକୁ ଘୁଞ୍ଚିଲା PUCC କଟକଣା, ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ଵର: ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି । ବୈଧ ପ୍ରଦୂଷଣ ପ୍ରମାଣପତ୍ର ବା PUCC ବିନା ଗାଡ଼ିକୁ ତେଲ ମନା ନିଷ୍ପତ୍ତିକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଜାନୁଆରୀରୁ କଟକଣା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ…
Read More...

ଶୂନ ମୃତାହତ ପକ୍ଷର ୪ ଦିନରେ ୧୨ ହଜାର ୧୫୫ ଇ-ଚାଲାଣ ଜାରି

ଭୁବନେଶ୍ଵର: ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବା ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟକୁ ଜୋରଦାର କରାଯାଇଛି ।…
Read More...

ରାଜ୍ୟରେ ଆକ୍ସନ ମୋଡରେ ପରିବହନ ବିଭାଗ

ଭୁବନେଶ୍ୱର:- ରାଜ୍ୟରେ ଆକ୍ସନ ମୋଡରେ ପରିବହନ ବିଭାଗ । ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି କରାଯାଇଛି। ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ…
Read More...

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓଙ୍କୁ ଗିରଫ କରିଛି ଭିଜିଲାନ୍ସ

ଭୁବନେଶ୍ବର: କୋଟିପତି ଆରଟିଓ ବସନ୍ତ କୁମାର ମହାପାତ୍ର ହେଲେ ଗିରଫ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ଗତକାଲି ବସନ୍ତଙ୍କ ଭଡ଼ାଘର, ପୈତୃକ ଘର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରି ୧୯କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି…
Read More...

ବୌଦ୍ଧ RTO ବସନ୍ତ ମହାପାତ୍ର ଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ RTO । ବୌଦ୍ଧ RTO ବସନ୍ତ ମହାପାତ୍ର ଙ୍କ ଘରେ ଭିଜିଲାନ୍ସ ରେଡ । ଆୟରବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ । ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର ଙ୍କ ନେତୃତ୍ୱରେ ରେ ଚାଲିଛି ଚଢାଉ । ଭୁବନେଶ୍ୱର,…
Read More...

ପିଲାଙ୍କ ସୁରକ୍ଷିତ ଯାତାୟତ ପାଇଁ ଆଜିଠୁ ଆରମ୍ଭ ହେଲା ସ୍କୁଲ ଗାଡ଼ି ଚେକିଂ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ସ୍କୁଲ ଗାଡ଼ି ଯାଞ୍ଚ ପ୍ରକ୍ରିୟା । ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନର କଡ଼ାକଡ଼ି ହେବ ଚେକିଂ ଅଭିଯାନ । ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତ୍ରାକୁ ନଜରରେ ରଖି ଆଜିଠୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସ୍ପେଶାଲ…
Read More...