Browsing Tag

Rourkela

ରାଉରକେଲା ବିମାନ କ୍ରାସ୍‌ର ଛାତିଥରା କହାଣୀ କହିଲେ ଉଦ୍ଧାର ଯାତ୍ରୀ

ରାଉରକେଲା: ରାଉରକେଲା ବିମାନ କ୍ରାସ୍‌ର ଛାତିଥରା କହାଣୀ କହିଲେ ଉଦ୍ଧାର ଯାତ୍ରୀ । ମୁମ୍ବାଇରୁ ଚିକିତ୍ସିତ ହୋଇ ଫେରିବା ପରେ ସୁନିଲ ଅଗ୍ରୱାଲଙ୍କ ପ୍ରତିକ୍ରିୟା । ପାଇଲଟ୍‌ ବହୁତ ଚେଷ୍ଟା କରିଥିବାରୁ ଆମେ ବଞ୍ଚିଗଲୁ । ଅବତରଣର ୧୦ କିମି ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିଲା । ଆଗ…
Read More...

ରାଉରକେଲା ବିମାନ ଦୁର୍ଘଟଣା: ଗୁରୁତର ସୁଶାନ୍ତ ବିଶ୍ୱାଳ ମୃତ

ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳ ମୃତ । ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଗତ ୧୦ ତାରିଖରେ ଜଲ୍‌ଦା ପାଖରେ ହୋଇଥିଲା ଦୁର୍ଘଟଣା । ୨ ପାଇଲଟ୍‌ଙ୍କ ସମେତ ୬ ଆହତ ହୋଇଥିଲେ, ସୁଶାନ୍ତ ଗୁରୁତର ଥିଲେ । ସୂଚନା ଅନୁଯାୟୀ, ଗତକାଲି…
Read More...

ରାଉରକେଲା ବିମାନ ଦୁର୍ଘଟଣା; ସନ୍ଧ୍ୟା ସୁଦ୍ଧା ପହଞ୍ଚିବ DGCA ଟିମ୍‌

ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣା ସ୍ଥଳରେ ସନ୍ଧ୍ୟା ସୁଦ୍ଧା ପହଞ୍ଚିବ ଡ଼ିଜିସିଏ ଦଳ । ଆସନ୍ତାକାଲି ସକାଳ ସୁଦ୍ଧା ପହଞ୍ଚିବ ଏଏଆଇ ଦଳ । ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ୬ଜଣ ଆହତ ହୋଇଛନ୍ତି । ରାଉରକେଲାରୁ ଭୁବନେଶ୍ୱର ଆସୁଥିଲା ଇଣ୍ଡିଆୱାନ୍‌ ଏୟାର ଫ୍ଲାଇଟ୍‌…
Read More...

ମାଓବାଦୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡାଇଦେଇଛନ୍ତି ରେଲୱେ ଟ୍ରାକ୍

ରାଉରକେଲା:- ଶହୀଦ ସପ୍ତାହରେ ବଡ଼ ଆକ୍ରମଣ କରିଛନ୍ତି ମାଓବାଦୀ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡାଇଦେଇଛନ୍ତି ରେଲୱେ ଟ୍ରାକ୍ । ଏହି ବିସ୍ଫୋରଣରେ ଜଣେ ରେଲଓ୍ୱେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତ କର୍ମଚାରୀଙ୍କ ନାମ ଇଟିୱା ଓରାମ ବୋଲି ଜଣାପଡିଛି । ତାଙ୍କୁ ଉଦ୍ଧାର କରାଯାଇ…
Read More...

ସୁନ୍ଦରଗଡ଼ ଜିଲ୍ଲା ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ରବିବାର ସନ୍ଦେହଜନକ ଅବସ୍ଥାରେ ୨ଟି ବିସ୍ଫୋରକ ଭର୍ତ୍ତି ଟ୍ରକ…

ରାଉରକେଲା-: ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ରବିବାର ଦୁଇଟି ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୧୧୬ ପେଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଉଥିବା ସମୟରେ ଏହାକୁ ଜବତ…
Read More...

ରାଉରକେଲର ବନ୍ଧମୁଣ୍ଡାରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

ରାଉରକେଲ-: ରାଉରକେଲର ବନ୍ଧମୁଣ୍ଡାରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ମାଲବାହୀ ଟ୍ରେନର ପ୍ରାୟ ପାଞ୍ଚରୁ ଛଅଟି ବଗି ଲାଇନଚ୍ୟୁତ ହୋଇଛି । ବନ୍ଧମୁଣ୍ଡା ରେଳ ଏକ୍ସଚେଞ୍ଜ ୟାର୍ଡରେ ଘଟିଛି ଏହି ଘଟଣା । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।…
Read More...

ମା’ ହତ୍ୟାର ପ୍ରତିଶୋଧ ନେଲା ପୁଅ

ରାଉରକେଲା-: ଇସ୍ପାତ ସହରରେ ରକ୍ତର ଛିଟା । ରାଉରକେଲାରେ ଘଟିଛି ପୁଣି ଏକ ହତ୍ୟା କାଣ୍ଡ । ନିଜ ବାପାକୁ ହତ୍ୟା କଲା ପୁଅ । ହତ୍ୟା କରି କହିଲା ମାଆ ହତ୍ୟାର ନେଇଛି ପ୍ରତିଶୋଧ । ବାପାକୁ ହତ୍ୟା କରିଥିବା ପୁଅକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତର ନାମ ବିଷ୍ଣୁ ବର୍ମା ବୋଲି ଜଣାପଡିଛି ସୂଚନା…
Read More...

ଅଟୋରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ;୩ ଅଭିଯୁକ୍ତ ପ୍ଲାଣ୍ଟ ସାଇଟ ଥାନାରେ ଅଟକ

ରିପୋଟର୍ସ ଟୁଡେ; ରାଉଲକେଲାରେ ଲଜ୍ୟା । ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଗତକାଲି ରାତିରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ପ୍ଲାଣ୍ଡସାଇଟ ଥାନାରେ ଏନେଇ ଅଭିଯୋଗ ହୋଇଛି । ତେବେ ଅଟୋରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ସେପଟେ ଏନେଇ…
Read More...

ରାଉରକେଲା ବିଧାୟକଙ୍କ ନାଁରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲା : ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭

ଭୁବନେଶ୍ୱର : ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ହାଇକୋର୍ଟ ସମନ ଜାରି କଲେ । ରସିଦ ଅସଲମ ନାମକ ଜଣେ ଭୋଟର ସାରଦାଙ୍କ ନାଁରେ ମାମଲା ଦାଏର କରିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି ୨୭ ଅଗଷ୍ଟ । ଭୋଟର ଜଣକ ପୂର୍ବରୁ ବିଜେପି…
Read More...

ବିସ୍ଫୋରଣରେ ଶ୍ରମିକ ମୃତ

ଆଜି ଭୋର ସାଢେ ଚାରିଟାରେ ରାଉରକେଲା ଆଇଡିସି କଳୁଙ୍ଗା ଶିଳ୍ପାଞ୍ଚଳରେ ଘଟିଛି ଏକ ବଡ ଧରଣର ବିସ୍ଫୋରଣ । ଶୁଭମ୍ ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିବା ସମୟରେ ଗ୍ୟସ୍ ପାଇପ୍ ଲିକ୍ କାରଣରୁ ଏଭଳି ଘଟିଥିବା ନେଇ ସୂଚନା ମିଳିଛି ।ଏଥିରେ ୧୦୦ରୁ ଅଧିକ ଶ୍ରମିକ କାମ କରୁଥିବା ବେଳେ, ଯାଜପୁର…
Read More...