Browsing Tag

rohit sharma

କିଏ ପାଇବ ସୁଯୋଗ , ସଞ୍ଜୁ ସାମସନ ନା ଇଶାନ କିଷନ

ଭାରତୀୟ କ୍ରିକେଟ୍ ଦଳ ଆଜି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳୁଛି।ଓ୍ଵେଷ୍ଟଇଣ୍ଡିଜ ଦଳ ଚଳିତ ବର୍ଷ ବିଶ୍ଵକପ୍ ପାଇଁ ଯୋଗ୍ୟତା ଅର୍ଜନ କରି ପାରିନି। ତେଣୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ଵକପ୍ ପ୍ରସ୍ତୁତିକୁ ଆଖି ଆଗରେ ରଖି…
Read More...

୧-୦ରେ ସିରିଜ ଜିତିଲା ଟିମ ଇଣ୍ଡିଆ

ସ୍ୱପ୍ନରେ ବାଧକ ସାଜିଲା  ବର୍ଷା । ସିରିଜ୍ କ୍ଲିନ୍ ସ୍ୱିପ ଲକ୍ଷ୍ୟରେ ଥିବା ଟିମ୍ ଇଣ୍ଡିଆ ଆଗରେ  ଛିଡା ହୋଇଥିଲା  ବର୍ଷା  । ସେଥିପାଇଁ ଆଉ ଶେଷରେ ୨ୟ ଟେଷ୍ଟକୁ ଡ୍ର ଘୋଷଣା କରାଯାଇଛି । ଓ୍ୱେଷ୍ଟଇଣ୍ଡିଜରେ  ଚାଲିଥିବା ଟେଷ୍ଟ ସିରିଜ୍କୁ ଭାରତ ୧-୦ରେ ବିଜୟୀ ହୋଇଛି । ଓ୍ୱେଷ୍ଟଇଣ୍ଡିଜରେ …
Read More...

ରୋହିତ ଶର୍ମାଙ୍କ ପ୍ରଦର୍ଶନ ନିରାଶ ଜନକ: ଗାଭାସ୍କର

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରହିଥିବା ଅବଧି ମଧ୍ୟରେ ରୋହିତ ଶର୍ମାଙ୍କଠୁ ଅଧିକ କିଛି ଆଶା ରଖିଛନ୍ତି କିମ୍ବଦନ୍ତି କ୍ରିକେଟର ସୁନିଲ ଗାଭାସ୍କର। କିନ୍ତୁ ଗତ କିଛି ମାସ ମଧ୍ୟରେ ହୋଇଥିବା ମ୍ୟାଚଗୁଡ଼ିକୁ ଦେଖିଲେ ରୋହିତଙ୍କ ପ୍ରଦର୍ଶନ ତାଙ୍କୁ ନିରାଶ କରିଛି ବୋଲି…
Read More...

ଦଳକୁ ଫେରିବେ ଟିମ୍ ଇଣ୍ଡିଆର ନିୟମିତ କ୍ୟାପଟେନ୍

ନୂଆଦିଲ୍ଲୀ:ରବିବାର ଭାରତ-ଅଷ୍ଟ୍ରେଲିଆ ଭିତରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ । ବିଶାଖାପାଟଣାରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ, ଟିମ୍ ଇଣ୍ଡିଆର ନିୟମିତ କ୍ୟାପଟେନ୍ ରୋହିତ ଶର୍ମା ଏହି ମ୍ୟାଚରେ ଦଳକୁ ଫେରିବେ । ତେବେ ପ୍ରଥମ ଦିନିକିଆ ରୋହିତ ଶର୍ମା ଖେଳିନଥିଲେ ବି, ଦଳ ୫…
Read More...

ପ୍ରାକ୍ଟିସ୍‌ ମ୍ୟାଚ୍‌ ସମୟରେ ଟିମ୍‌ ଇଣ୍ଡିଆର ଅଧିନାୟକଙ୍କ ହାତରେ ଆଘାତ

ନୂଆଦିଲ୍ଲୀ: ଆଗକୁ ଟି-୨୦, ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ସେମି ଫାଇନାଲ୍‌ ଖେଳିବ ଭାରତ। ମାତ୍ର ଖେଳ ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ପ୍ରାକ୍ଟିସ୍‌ ମ୍ୟାଚ୍‌ ସମୟରେ କ୍ଷତାକ୍ତ ହୋଇଛନ୍ତି ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ରୋହିତ ଶର୍ମା। ପ୍ରାକ୍ଟିସ୍‌ ମ୍ୟାଚ୍‌ ସମୟରେ ରୋହିତ ଶର୍ମାଙ୍କ…
Read More...

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ,ନିଜ ପରିବାର ସହ ସମୟ ବିତାଉଛନ୍ତି ରୋହିତ

ନୂଆଦିଲ୍ଲୀ : ଚଳିତ ମାସ ୨୬ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୨ । ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧୀନାୟକ ରୋହିତ ଶର୍ମା ଆଇପିଏଲ ପୂର୍ବରୁ ନିଜ ଦଳକୁ ପୁଣି ଥରେ ଟ୍ରଫି ଜିତାଇବାକୁ ଲାଗିଛନ୍ତି । ପୂର୍ବରୁ ଏହି ଦଳ ପାଞ୍ଚ ଥର ଚାମ୍ପିଅନ ହୋଇ ସାରିଥିବା ବେଳେ ଆଇପିଏଲ ୨୦୨୧ରେ ବିଜୟ…
Read More...

ଭାରତର ବଡ଼ ବିଜୟ ପରେ କ୍ୟାପଟେନ୍ସିକୁ ନେଇ ରୋହିତ ଶର୍ମାଙ୍କ ମତ

ନୂଆଦିଲ୍ଲୀ: ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ପିଙ୍କ ବଲ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କାକୁ ୨୩୮ ରନରେ ପରାସ୍ତ କରି ଭାରତ ୨-୦ରେ ସିରିଜ କ୍ଳିନ ସୁଇପ ବିଜୟ ହାସଲ କରିଛି । ଯାହାପରେ ସବୁଆଡେ ଇଣ୍ଡିଆନ କ୍ରିକେଟ ଟିମ୍‌ର କ୍ୟାପଟେନ୍ ରୋହିତ ଶର୍ମାଙ୍କ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।…
Read More...

ରୋହିତଙ୍କ ପ୍ରମୋସନ ବଢାଉଛି କୋହଲୀଙ୍କ ଚିନ୍ତା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଟିମ ସହିତ ଦଳରେ ଦୁଇଟି ବଡ ପରିବର୍ତ୍ତନ ଆଣିଛି ବିସିସିଆଇ । ପ୍ରଥମରେ ରୋହିତ ଶର୍ମାଙ୍କୁ ଦଳର ଦିନିକିଆ ଅଧିନାୟକ କରାଯାଇଛି । ସେହିପରି ଟେଷ୍ଟ ଦଳରେ ରୋହିତଙ୍କୁ ଉପ ଅଧିନାୟକ ପଦରେ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି…
Read More...

ହିଟମ୍ୟାନଙ୍କ ହାତରେ ବଡ ସଫଳତା

ନୂଆଦିଲ୍ଲୀ: ଟି-୨୦ ପରେ ଦିନିକିଆରେ ବି ରୋହିତଙ୍କ ଜଲୱା । ବିରାଟଙ୍କୁ ରିପ୍ଲେସ କରିବେ ରୋହିତ । କୋହଲୀଙ୍କ ହାତରୁ ପଦ ଯାଇଛି ହିଟମ୍ୟାନଙ୍କ ହାତକୁ । ଦିନିକିଆ କ୍ରିକେଟରେ ଫୁଲ ଟାଇମ କ୍ୟାପ୍ଟେନ୍ସି ପାଇଲେ ରୋହିତ ଶର୍ମା । ସବୁ ବାଦ ବିବାଦର ଅନ୍ତ ଘଟାଇଛି ବିସିସିଆଇ । ଦୀର୍ଘ ଦିନ ଧରି…
Read More...

ଶାର୍ଦ୍ଦୁଳ ହିଁ ପ୍ରକୃତ ହିରୋ: ରୋହିତ

ନୂଆଦିଲ୍ଳୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ୧୫୭ ରନରେ ବିଜୟ ହାସଲ କରିଛି । ଏବଂ ଏହି ମ୍ୟାଚର ହିରୋ ସାଜିଥିଲେ ଶତକ ହାସଲକାରୀ ରୋହିତ ଶର୍ମା । ପ୍ରଥମ ଇନିଂସରେ ୯୯ ରନ ପଛରେ ରହିଥିଲେ ମଧ୍ୟ କମବ୍ୟାକ କରିଥିଲା ଭାରତ । ତେବେ କେବଳ ଭାରତ ନୁହେଁ ଏହି ମ୍ୟାଚରେ ଭାରତର ଅଲରାଉଣ୍ଡର…
Read More...